August 24, 2026

ମା ବୁଡ଼ି ଠାକୁରାଣୀ ଯାତ୍ରା ଆରମ୍ଭ

IMG-20230425-WA0002
Share

ମା ବୁଡ଼ି ଠାକୁରାଣୀ ଯାତ୍ରା ଆରମ୍ଭ

====================

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ସହର ସ୍ଥିତି ଆରଧ୍ୟ୍ୟ ଦେବୀ ମା ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ଆରମ୍ଭ ହେଇଯାଇଛି. ଯାତ୍ରା ଆରମ୍ଭ ର ମା ବୁଢ଼ୀ ଠାକୁରାଣୀ ଙ୍କ ଆଦେଶ କ୍ରମେ ଦୁର୍ଗାଦେବୀ ସହି ସ୍ଥିତ ମା ଦୁର୍ଗାଦେବୀ ଙ୍କ ପୀଠରୁ ଧଣ୍ଡା ଫୁଲମାଳ ଗଲାପରେ ମାଙ୍କ ଯାତ୍ରା ଆରମ୍ଭ ହେଇଥାୟ l ମା ଗ୍ରାମ ଠାକୁରାଣୀ ଓ ମା ଦୁର୍ଗାଦେବୀ ଙ୍କ ସମ୍ପର୍କ ବୁଦ୍ଧିଜିବି ଙ୍କ କହିବା ଅନୁସାରେ ଶାଶୁ, ବୋହୁ ଙ୍କ ସମ୍ପର୍କ ଶାଶୁ ମନ୍ଦିରରୁ ବାଜା, ବାଣ, ଘଣ୍ଟ, ମୃଦଙ୍ଗ ରେଶଣୀ କରି ବୋହୁଙ୍କୁ ଦେଖାକରି ସହର ପରିକ୍ରମା କରିଥାନ୍ତି ଆଜି ପ୍ରଥମ ଦିନ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା