July 30, 2026

ସଙ୍ଗଶ୍ରୀ ଫାଉଣ୍ଡେସନ ଆନୁକୂଲ୍ୟ ରେ ପ୍ରଭୁ ଯୋଡ଼ାଲିଙ୍ଗ ମନ୍ଦିର ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା l

IMG-20250715-WA0011
Share

ସଙ୍ଗଶ୍ରୀ ଫାଉଣ୍ଡେସନ ଆନୁକୂଲ୍ୟ ରେ ପ୍ରଭୁ ଯୋଡ଼ାଲିଙ୍ଗ ମନ୍ଦିର ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା

ପୁରୀଜିଲ୍ଲା ପୁରୀସଦର ବାବା ଯୋଡାଲିଙ୍ଗ ପୀଠ ପରିସରକୁ ଶ୍ରାବଣମାସ ପ୍ରଥମ ସୋମବାର ରେ ସଙ୍ଗଶ୍ରୀ ଫାଉଣ୍ଡେସନ ର ସଦସ୍ୟ ସଦସ୍ୟା ମାନଙ୍କ ଦ୍ୱାରା ସଫେଇ କରାଯାଇଛି l କାଉଡ଼ିଆଭାଇଙ୍କ ଗହଳି ଏବଂ ସବୁ ଅଳିଆ ଆବର୍ଜନା ର ସଫେଇ ମନ୍ଦିର ଭିତର ଆଉ ବେଢ଼ା ବାହାର ପିଣ୍ଡି ସବୁ ସଫେଇ କରାଯାଇଛି l । ଭାଗ୍ୟ ରେ ଥିଲେ ଏଭଳି ସୁଯୋଗ ମିଳେ । ସଙ୍ଗଶ୍ରୀ ଫାଉଣ୍ଡେସନ ପ୍ରଭୁ ଯୋଡ଼ାଲିଙ୍ଗଙ୍କ ପାଖ ରେ ସଂସାର ର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲୁ ।

ନିର୍ଦ୍ଦେଶିକା ଅରୁଣିମା ନନ୍ଦଙ୍କ ଅଧକ୍ଷତାରେ ସମ୍ପାଦିକା ପଦ୍ମିନୀ ବେହେରା ସଂଯୋଜିକା ବିଚିତ୍ରା ମିଶ୍ର ଗାୟତ୍ରୀ ଜେନା ଅନିତା ସିହ୍ନା

ମମତା ମିଶ୍ର ତୁଳସୀ ବୁଟା ସୁଭାଷିନୀ ମହାନ୍ତି

ଆରାଧନା ସନ୍ତୋଷ ଗୌରାଙ୍ଗ ସମେତ ସମସ୍ତ ସଦସ୍ୟା ଏହି କାର୍ଯ୍ୟକ୍ରମ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ