June 14, 2025

ଚୋରି ଅଭିଯୋଗରେ ମହିଳା କିଙ୍ଗ ଫିନ ଗିରଫ ..

IMG-20250611-WA0056
Share

ବସ୍ତା ( ଦେବାଶିଷ ଦାଶ )

ଯୌନ ସୁଖ ସହିତ ଚୋର ମାନଙ୍କୁବ୍ୟବହାର କରୁଥିଲେ

ମହିଳା .

ମେ ମାସ ୨୧ ତାରିଖ ବସ୍ତା ଥାନା ବାରମାଢ଼ିଆ ଗ୍ରାମର ଜନୈକ ମହିଳା ଙ୍କ ଘରୁ ଚୋରି ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ ଜେଲ ଯାଇଥିବା ବେଳେ ଘଟଣା ରେ ଜଡ଼ିତ ସେହି ଗ୍ରାମର ଜଣେ ମହିଳା ଚୋରି ଦିନ ଠାରୁ ଫେରାର ଥିଲେ ବେଳେ ଆଜି ରାସନ୍ ଚାଉଳ ନେଉଥିବାବେଳେ ଆଜି ବସ୍ତା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।