April 26, 2026

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ହେମନ୍ତ କୁମାର ପାତ୍ର ..

IMG-20250607-WA0047
Share

 

କୋରାପୁଟ ଜିଲ୍ଲା ଅନୁଷ୍ଠିତ ବିଶ୍ଵ ପରିବେଶ ଦିବସ ଅବସର ରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ଠାରୁ ୨୦୨୫ମସିହା ନିମନ୍ତେ ପରିବେଶ ପାଇଁ କରିଥିବା କାର୍ଯ୍ୟ ଗୁଡ଼ିକୁ ପରଖି ପ୍ରକୃତି ବନ୍ଧୁ ପୁରସ୍କାର ହେମନ୍ତ କୁମାର ପାତ୍ର ଙ୍କୁ ଜିଲ୍ଲା ସ୍ତରୀୟ ଉତ୍ସବ ରେ ପ୍ରଦାନ କରିଛନ୍ତି। ଶ୍ରୀ ପାତ୍ର ପୁରସ୍କାର ପାଇବା ପରେ ଅଞ୍ଚଳରେ ଶ୍ରୀ ପାତ୍ର ଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି।