April 29, 2026

ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା 

IMG-20250605-WA0066
Share

ବୁଗୁଡା : ତା ୦୫/୦୬/୨୫ : ସ୍ଥାନୀୟ ବନ ବିଭାଗ ପକ୍ଷରୁ ବିଶ୍ବ ପରିବେଶ ଦିବସ ଅବସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ଏବଂ ବନ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ। ବନ ବିଭାଗ କାର୍ଯ୍ୟାଳୟ ପରିସରରୁ ଏହି ଶୋଭାଯାତ୍ରା ବାହାରି ନଗର ଭ୍ରମଣ କରି ପ୍ଲାଷ୍ଟିକ ମୁକ୍ତ ଏବଂ ବୃକ୍ଷ ଯୁକ୍ତ ପରିବେଶ ସୃଷ୍ଟି ସକାଶେ ଜନସଚେତନତା ସୃଷ୍ଟି କରିଥିଲେ।

You may have missed