April 24, 2026

ବିଶ୍ବ ପରିବେଶ ଦିବସରେ ଭଞ୍ଜନଗର ବିଇଓ ଅଫିସରେ ବୃକ୍ଷ ଚାରା ରୋପଣ ଅନୁଷ୍ଠିତ 

IMG-20250605-WA0062
Share

 

ଭଞ୍ଜନଗର: ଆଜି ଜୁନ ମାସ ୫ ତାରିଖ ବିଶ୍ୱ ପରିବେଶ ଦିବସ। ଏହି ପରିପ୍ରେକ୍ଷୀରେ ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣ ପାଇଁ ଭଞ୍ଜନଗର ବିଇଓ ଅଫିସ୍ ତରଫରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମତି ଲୋପାମୁଦ୍ରା ରଥଙ୍କ ଉଦ୍ୟମ ଓ ପରିଚାଳନା ରେ ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବିଇଓ ଅଫିସର ସମସ୍ତ କର୍ମଚାରୀ ଯଥା; ସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାଇକ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଗଜେନ୍ଦ୍ର କୁମାର ସେଠୀ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଚରଣ ବେହେରା, ଜ୍ୟୋତିର୍ମୟୀ ନାୟକ, ସୁଶିଲ କୁମାର ସାହୁ, ଚୀରଞ୍ଜିବି ଦାସ୍, ସୁଧୀର କୁମାର ପାଣିଗ୍ରାହୀ, ଶିବରାମ ସ୍ଵାଇଁ, ଅନିଲ କୁମାର ମୁଦୁଲି, ଚିନ୍ମୟ ଦାସ୍, ଚିନ୍ମୟ ପାଣିଗ୍ରାହୀ, ରୁବି ବେହେରା, ଅରୁପମା ପଟ୍ଟନାୟକ, ଶାନ୍ତିଲତା ଗୌଡ଼, ଶିକ୍ଷକ ପ୍ରଦୀପ କୁମାର ସାସମଲ, ସିଆରସିସି ବିଭୁ ପ୍ରସାଦ ମହାପାତ୍ର ଓ ପ୍ରକୃତି ବନ୍ଧୁ ଦ୍ଵିତୀକୃଷ୍ଣ ଲେଙ୍କା ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗ କରିଥିଲେ।

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ