May 13, 2025

ଆମେରିକା ସାମ୍ନାରେ ଆଭିମୁଖ୍ୟ ରଖିଲେ ମୋଦୀ ; କହିଲେ,ଆମକୁ ମଧ୍ୟସ୍ଥି ଦରକାର ନାହିଁ*

Share

 

ପାକିସ୍ତାନକୁ ଭାରତର ଆଭିମୁଖ୍ୟ ସ୍ପଷ୍ଟ । କେବଳ ୨ଟି ପ୍ରସଙ୍ଗରେ କଥା ହେବ ଭାରତ । ପିଓକେକୁ ଫେରାଇବା ପ୍ରସଙ୍ଗରେ କଥା ହେବ ଏବଂ ପାକ୍‌ ଆତଙ୍କୀଙ୍କୁ ହସ୍ତାନ୍ତର ନେଇ ଆଲୋଚନା ହେବ । ଆମକୁ କୌଣସି ମଧ୍ୟସ୍ଥତାର ଆବଶ୍ୟକତା ନାହିଁ । ଅପରେସନ୍‌ ସିନ୍ଦୁର ଏବେବି ଜାରି ।

 

ପାକିସ୍ତାନକୁ ଭାରତର ଆଭିମୁଖ୍ୟ ସ୍ପଷ୍ଟ । କେବଳ ୨ଟି ପ୍ରସଙ୍ଗରେ କଥା ହେବ ଭାରତ । ପିଓକେକୁ ଫେରାଇବା ପ୍ରସଙ୍ଗରେ କଥା ହେବ ଏବଂ ପାକ୍‌ ଆତଙ୍କୀଙ୍କୁ ହସ୍ତାନ୍ତର ନେଇ ଆଲୋଚନା ହେବ । ଆମକୁ କୌଣସି ମଧ୍ୟସ୍ଥତାର ଆବଶ୍ୟକତା ନାହିଁ । ଅପରେସନ୍‌ ସିନ୍ଦୁର ଏବେବି ଜାରି । ଆମେରିକା ସାମ୍ନାରେ ଆଭିମୁଖ୍ୟ ସ୍ପଷ୍ଟ କଲେ ମୋଦୀ ।

 

ଅନ୍ୟପଟେ ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରେ ବୈଠକ ହୋଇଥିଲା । ସେନାକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ପାକିସ୍ତାନ ଯୁଦ୍ଧ ବିରାମ ଭାଙ୍ଗିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ପାକିସ୍ତାନ ଗୁଳି ଫୁଟାଇଲେ, ଭାରତ ଗୋଳା ମାଡ଼ କରିବ । ପ୍ରତିଆକ୍ରମଣ ପାଇଁ ୱେଷ୍ଟର୍ଣ୍ଣ ବର୍ଡର କମାଣ୍ଡରଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ।