ଆଜିର ଖବର..

୧-ଅପରେସନ ‘ସିନ୍ଦୂର’ ରେ ପ୍ରତିଶୋଧ:ପାକ୍ କୁ ପ୍ରଚଣ୍ଡ ପ୍ରହାର,ଲାହୋର କରାଚିରେ ମିସାଇଲ ବର୍ଷା,ଆଓ୍ବାକ୍ସ ଧ୍ବଂସ,ସାରା ପାକିସ୍ତାନ ଥରହର,ଭାରତର ୧୫ ସ୍ଥାନରେ ପାକ୍ ର ଆକ୍ରମଣ।
୨-ଦେଶର ୨୪୪ଟି ଜିଲ୍ଲାର ୨୫୯ ସ୍ଥାନରେ ବୁଧବାର ଦିନ ସାଧାରଣ ସୁରକ୍ଷା ମକଡ୍ରିଲ୍ ଅନୁଷ୍ଠିତ ।
୩-ଭୁବନେଶ୍ୱର:ଛୁଟି ଘୋଷଣା ସତ୍ତ୍ବେ ଖୋଲୁଛି କିଛି ସ୍କୁଲ, କଡ଼ା ଆକ୍ସନ ପାଇଁ ଗଣଶିକ୍ଷା ବିଭାଗର ଚିଠି।
୪-ଆଜିଠୁ ଭୀଷଣ ତାତି ଓ ଗୁଳୁଗୁଳି, ଆଗକୁ ୪୫ ଡିଗ୍ରୀ ଛୁଇଁପାରେ ପାରଦ।
୫-ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା, ସୁପ୍ରିମକୋର୍ଟଙ୍କ ରାୟ ପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା।
୬-ଅଣଶିକ୍ଷକଙ୍କ ବଦଳି ପ୍ରସ୍ତାବ ଅନଲାଇନ୍ ରେ ଦାଖଲ ହେବ,ସବୁ ସରକାରୀ କଲେଜକୁ ଗଲା ଚିଠି।
୭-ଭବାନୀପାଟଣା:ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶିତ, ସୁଶ୍ରୀ ସଂଗୀତା ବିଶ୍ଵବିଦ୍ୟାଳୟ ଶ୍ରେଷ୍ଠ।
୮-ମାଁ ତାରାତାରିଣୀଙ୍କ ପୀଠର ଉନ୍ନତି ପାଇଁ ୩୦ କୋଟି ଟଙ୍କାର ଡିପିଆର ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
୯-ଭୁବନେଶ୍ୱର:ଚାକିରି ପ୍ରଲୋଭନ ଦେଖାଇ ୭ ଲକ୍ଷ ଟଙ୍କା ହଡ଼ପ, ନୟାଗଡରୁ ୩ ଅଭିଯୁକ୍ତ ଗିରଫ।
୧୦-ବସ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, କଟକ-ପାରାଦୀପ ରାସ୍ତାକୁ ଅବରୋଧ କଲେ ଉତ୍ୟକ୍ତ ଲୋକେ।
୧୧-ଅହମ୍ମଦାବାଦ ଭଳି ସାଇନ୍ସ ସିଟି ଭୁବନେଶ୍ବରରେ ହେବ, ସବୁ ଜିଲ୍ଲାରେ ହେବ ସାଇନ୍ସ ପାର୍କ : କୃଷ୍ଣଚନ୍ଦ୍ର ପାତ୍ର।
୧୨-ଅପରେସନ ସିନ୍ଦୂର: ଭୁବନେଶ୍ବର ବିମାନବନ୍ଦରରେ ଉଡ଼ାଣ ପ୍ରଭାବିତ, ୨ଟି ବିମାନ ବାତିଲ।
୧୩-ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ଉଡ଼ିବ ବିମାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ।
୧୪-ବଲାଙ୍ଗିର:ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ହାତରେ ଖଣ୍ଡା ଧରି ଯୁବକଙ୍କୁ ରାସ୍ତାରେ ଗୋଡ଼ାଇଲେ ଦୁର୍ବୃତ୍ତ।
୧୫-ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି।
୧୬-ଧର୍ମଶାଳା:ପାକିସ୍ତାନ ଆକ୍ରମଣ ଜାରି, ଆଇପିଏଲ୍ ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ବନ୍ଦ ହେଲା ଫ୍ଲଡ୍ଲାଇଟ୍, ମ୍ୟାଚ୍ ବାତିଲ୍।
୧୭-ପାକ୍ ପ୍ରଧାନମନ୍ତ୍ରୀଙ୍କ ପତ୍ତା ମିଳୁନି, ଦେଶରେ ଗୃହ ଯୁଦ୍ଧ ଆରମ୍ଭ !ତେବେ ସରିଫ ବଙ୍କରରେ ଆତ୍ମଗୋପନ କରିଥିବା କୁହାଯାଉଛି।
୧୮-ପାକିସ୍ତାନର ଆକ୍ରମଣ ପରେ ପଞ୍ଜାବ, ହରିୟାଣା, ରାଜସ୍ଥାନରେ ସ୍କୁଲ ବନ୍ଦ: ସୀମାନ୍ତ ରାଜ୍ୟଗୁଡିକରେ ହାଇ ଆଲର୍ଟ ଜାରି।
୧୯-ପଡ଼ୋଶୀ ବିରୁଦ୍ଧରେ ଆମେ ଯିବୁନି: ଭାରତକୁ ସମର୍ଥନ ଜଣାଇଲା ନେପାଳ।
୨୦-ଖାଲି କରାଗଲା ଇଣ୍ଡିଆ ଗେଟ୍, ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ଘରକୁ ଯିବାକୁ କୁହାଗଲା।
୨୧-Operation Sindoor 2.0 : ପାକିସ୍ତାନର ସବୁ OTT ପ୍ଲାଟଫର୍ମ ବ୍ୟାନ୍ କଲା ଭାରତ।
୨୨-‘ଜନ୍ମରୁ ମିଛ କହି ଆସୁଛି ପାକିସ୍ତାନ’, ଭାରତର ବିମାନ ଖସାଇବା ଦାବିକୁ ଖଣ୍ଡନ କଲେ ବିଦେଶ ସଚିବ।
୨୩-ଭାରତୀୟ ନୌସେନାର ପାକିସ୍ତାନ ଉପରେ ଆକ୍ରମଣ । କରାଚୀ ବନ୍ଦରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଥିବା ସୂଚନା।
୨୪-ପାକିସ୍ତାନ ସେନାରେ ବିଦ୍ରୋହ, ସେନା ମୁଖ୍ୟ ଅସୀମ ମୁନୀର ଗିରଫ ସୂଚନା।
୨୫-ପାକିସ୍ତାନର ପଞ୍ଜାବରେ ରବିବାର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି।
୨୬-ଭାରତରେ ହାଇଆଲର୍ଟ; ଜଳ, ସ୍ଥଳ, ଆକାଶ ପଥରେ ସତର୍କତା ଜାରି,ସୀମାନ୍ତ ରାଜ୍ୟଗୁଡ଼ିକ ଜରୁରୀ ସାମଗ୍ରୀ ମହଜୁଦ୍ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ।
*🙏 ସୁପ୍ରଭାତ 🙏*