ସରପଞ୍ଚଙ୍କ ସ୍ବାମୀ ଓ ଶ୍ବଶୁରକୁ ହତ୍ୟା

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଲିକିଟିପଦର ପଞ୍ଚାୟତ ସାରିଗଡା ଗ୍ରାମରେ ଡବ ଡବଲ ମର୍ଡର । ଗ୍ରାମର ସରପଞ୍ଚ ଜେନିତା ଗମାଙ୍ଗଙ୍କ ସ୍ୱା ସ୍ଵାମୀ ଅଗାଧୁ ଧୁ ଗମାଙ୍ଗ ଗମାଙ୍ଗ ଙ୍କୁ ନିର୍ମମ ଭାବେ ଟାଙ୍ଗିଆ ରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ସୂଚନା ନା ମୁତାବକ, ଏକ ବଳ ତ୍କା ର ଜନି ତ ଘଟଣାର ସମାଧାନ କରି ବାକୁ ଯାଇ ଆକ୍ରୋସର ଶିକାର ହୋଇଛନ୍ତି ସରପଞ୍ଚ ଜେନିତା ଗମାଙ୍ଗ ଙ୍କ ସ୍ଵାମୀ ଓ ଶଶୁରା ଘଟଣା କ୍ରମେ ଗତ କିଛିଦିନ ତଳେ ଏହି ଘଟଣା କୁ ସରପଞ୍ଚଙ୍କ ସ୍ଵାମୀ ଅଗାଧୁ ଗମାଙ୍ଗ ଓ ଶଶୁର ସମ୍ପରା ଗମାଙ୍ଗ ବିରୋଧ କରିବା ସହ ବୁଝାସୁଝା କରିଥିଲେ | ଏଥୁରେ ଉକ୍ଷିପ୍ତ କିଛି ଲୋକ ଘଟେ ପଶି ସେମାନଙ୍କ ସହ ଯୁକ୍ତିତର୍କ ଯୁ କରିଥିଲେ । ସରପଞ୍ଚଙ୍କ ସ୍ଵାମୀ ଙ୍କ ସହିତ ବଚସା ହୋଇଥୁଲା | ପରେ ଏହି ବଚସା ଉଗ୍ରରୂପ ନେଇଥିଲା ଅଭିଯୁକ୍ତ ଏକ ଧାରୁଆ ଅସ୍ତ ଆକ୍ରମଣ କରିଥିଲେ | ଏହାକୁ ଦେଖ୍ ନିକଟରେ ଥୂବା ରେ
ସରପଞ୍ଚଙ୍କ ଶଶୁର ପୁଅକୁ ବଞ୍ଚାଇବା କୁ ଯାଇ ନିଜେ ମଧ୍ଯ ଆକ୍ରୋଶର ଶିକାର ହୋଇଥିଲେ | ତେବେ ଘଟଣା ସ୍ଥଳରେ ହିଁ ରକ୍ତ ଜୁଡ଼ବୁଡ଼ ଅବସ୍ଥାରେ ପଡ଼ି ରହି ଉଭୟ ଜୀବନ ହାରିଥିଲେ । ଏହା ଦେଖ୍ ଖୂ ନିଜେ ସରପଞ୍ଚ ପିଲା ଛୁଆ ଙ୍କୁ ଧରି ପ୍ରାଣ ବିକଳରେ ଅନ୍ୟ ଜଣକ ଘରକୁ ଚାଲି ଯାଇଥିଲେ । ଏନେଇ ଖବର ପାଇବ ପରେ ଗତ ରାତିରେ |ଗୁଣପୁର ଏସ ଡି ପି ଓ ବାବୁଲି ନାୟକ ପଦ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚ୍ ଉଭୟ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଇଣ୍ଟିଫିକ ଦଳ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ରେ ବ୍ୟବହୃତ ହୋଇଥିବା କୁରାଡ଼ି, ଠେଙ୍ଗା ପୋଲିସ ଜବତ କରିବା ସହ ସରପଞ୍ଚ ଙ୍କ ଅଭିଯୋଗ କ୍ରମେ ଏହି ହତ ହତ୍ୟାକାଣ୍ଡର ସମ୍ପୃକ୍ତି ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖୁଛି ରଖୁଛି | ତଦନ୍ତ ପରେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ସାମ୍ନାକୁ ସାମ୍ନା ଆସିବ ବୋଲି ଆଶା କରାଯାଉଛି I