May 10, 2026

ଉମରକୋଟ ଅନ୍ତର୍ଗତ ବେହେଡା ଠାରେ ଚଇତି ପର୍ବ ପାଇଁ ବୈଠକ ଅନୁଷ୍ଠିତ……….

IMG-20250328-WA0051
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ମା ତାରିଣୀ ପୀଠରେ କମିଟି ଓ ସ୍ଥାନୀୟ ଲୋକଙ୍କୁ ନେଇ ଗୋଟେ ଜରୁରୀ ବୈଠକ ଅନୁଷ୍ଠିତ ହଇଛି। ଆସନ୍ତା ମାସରେ ମାଙ୍କ ପର୍ବ ଦୀର୍ଘ ସାତ ଦିନ ଧରି ଚାଲିବ, ପୂଜାରେ ଦକ୍ଷିଣ ଓଡିଶା, ଛତିଶଗଡ, ଓଡିଶାର ଅନ୍ୟ ପ୍ରାନ୍ତରୁ ଲୋକ ଆସିବେ। ଭିଡକୁ ନିୟନ୍ତ୍ରଣ କରିବା ପାଇଁ, କଣ କଣ ପଦକ୍ଷେପ ନେବା ତାହା ସ୍ଥିର କରାଗଲା।

କମିଟି ର ସମସ୍ତେ ଉପସ୍ଥିତ ରହିଥିଲେ ଡମ୍ବୁରୁ ଭତ୍ରା, ବୀର ଭତ୍ରା, ବୁଲୁ ପଟନାୟକ, ନିର ନାୟକ,ପୂର୍ଣ୍ଣଚନ୍ଦ୍ର ବାଗ,ଜୟରାମ ମହାରଣା, ସହଦେଵ ବାଗ, ଗୌରାଙ୍ଗ, ଲଷ୍ମୀ ପାଢ଼ୀ, ମୁନା ପାଣିଗ୍ରାହୀ, ଭ୍ରମର ଗୌଡ଼, ରବି, ଲୋକନାଥ, ଅଜୟ ପରିଡା, ସୁଦାମ ମିଶ୍ର ସମେତ ଅନେକ ଵେକ୍ତି ସବୁ ପ୍ରକାର ଆଲୋଚନା ହେଲା।