May 10, 2026

କନକ ପୁର ଗାଁର ଗାଁ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ର ପ୍ରସ୍ତୁତି ବୈଠକ ..

IMG-20250326-WA0006
Share

 

 

ତିର୍ତୋଲ ତା ୨୫/୦୩/୨୦୨୫

 

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ,କନକପୁର ଦେଉଳି ଗ୍ରାମରେ ସ୍ନେହଅଭିଯାନ ର କାର୍ଯ୍ୟକ୍ରମ ଖୁଲଣl ବିଶ୍ବାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ରାଜସ୍ବ ଗ୍ରାମର, ବୟସl ନୂଜାଇ ଲୋକସଂଖ୍ୟା, ବାତ୍ୟା ଆଶ୍ରୟ ସ୍ଥଳ ଅଛି କି ନାହିଁ , ଗ୍ରାମର ପରିସୀମା, ଭାଗଚାଷୀ ଓ ଜମିମାଲିକ ମାନଙ୍କ ଚିହ୍ନଟ, ଅଙ୍ଗନ୍ବାଡି ଅଛି କି ନାହିଁ, ମୁଖ୍ୟ ଆୟର ବିବରଣୀ ଆଦି ସବିଶେଷ ତଥ୍ୟ ସଂଗ୍ରହ କରିବା ସହିତ, ୨୫ ଜଣ ସଭ୍ୟ ସଭ୍ୟା ଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି, ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଗ୍ରାମ୍ୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ର ସୁଫଳ କିପରି ପ୍ରତ୍ୟେକ ବ୍ୟକ୍ତି ଓ ପରିବାର ଙ୍କ ନିକଟରେ ପହଞ୍ଚି ପାରିବ ସେ ବିଷୟରେ ଆଲୋଚନା କରାଯାଇ ସଚେତନତା ସୃଷ୍ଟି କରଯାଇଥିଲା । ଏହି ପ୍ରସ୍ତୁତି ବୈଠକ ରେ ପ୍ରଳୟ କୁମାର ରାଉଳ , ଶାରଦା ପ୍ରସାଦ ରାଉଳ , ଗୌରୀ ଶଙ୍କର ରାଉଳ , ରଜନୀକାନ୍ତ ରାଉଳ, ଶକ୍ତି ପ୍ରସାଦ ରାଉଳ , ତ୍ରିଲୋଚନ ରାଉଳ , କଳ୍ପନା ରାଉଳ, ଆରତୀ ରାଉଳ , ଶୋଭାରାଣୀ ନାୟକ , ସୋନାଲି ସଂଘମିତ୍ରା ରାଉଳ , ତପସ୍ଵିନୀ ରାଉଳ, ଇତିଶ୍ରୀ ରାଉଳ, ବିଚିତ୍ରା ରାଉଳ, ଲକ୍ଷ୍ମୀପ୍ରିୟା ରାଉଳ, ମମତା ରାଉଳ, କଳ୍ପନା ରାଉଳ ( ଖ) ବିନୁପମା ରାଉଳ, ବାସନ୍ତୀ ରାଉଳ, ଶୈଳବାଳା ରାଉଳ ସ୍ନେହଲତା ରାଉଳ ଓ କମଳା ରାଉଳ ପ୍ରମୁଖ ଙ୍କୁ ନେଇ ଏକ କମିଟି ଗଠନ କରାଗଲା ।

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।