May 10, 2026

ରାୟଗଡା ଜିଲ୍ଲା କାଶୀପୁର ରେଞ୍ଜ ଅଫିସ ଠାରେ ଜଙ୍ଗଲ ନିଆଁ ଉପରେ ସଚେତନା ରାଲି 

IMG-20250213-WA0050
Share

ରାୟଗଡା27/1/25 ଜିଲ୍ଲା କାଶୀପୁର ଫୋରେଷ୍ଟ ରେଞ୍ଜ ଠାରେ ଆଜି ବନାଞ୍ଚଳ ଅଧିକାରୀ ଶ୍ରୀ ଅନ୍ତର୍ଜାମୀ ସାହୁ ବନପାଳ ଦୀନବନ୍ଧୁ ଶବର ମାଣ୍ଡିବିଶି ବନପାଳ ବଳରାମ କାଦ୍ରକା ଙ୍କ ନେତୃତ୍ୱରେ ଏକ ମୋଟର ସାଇକଲ ରାଲି ସିପିଯୋଡିଅଫିସ ଠାରୁ ଏକ ମୋଟର ସାଇକଲ ରାଲି ରେ ବନ ରଖି ଘାଷି ମାଝୀ.ବନରଖି ଜଗଦୀଶ ନାଏକ. ବନରଖି ମିନା କୁମାରୀ ଦଣ୍ଡସେନା. ବନରଖି ସୋନାଲି ସ୍ୱାଇଁ ବନରଖି.ମନସ୍ମିତା ମହାପାତ୍ର ଙ୍କ ସମେତ ପାରା ୱାଚର ମିଶି ପ୍ରଥମେ କାଶୀପୁର ସହର ପରୀକର୍ମା କରି ଡାକବାଜି ଯନ୍ତ୍ର ସହ ଗତି ଗୁଡା ଖୁରିଗାଁ ଶିରୀଗୁଡା ରେଗାଁ କଳାଖାନି କୋଟାଳି ରତା ପଦା କୁମ୍ଭାର ଶିଳା ପରଜା ଶିଳା ଦେଇ i ପ୍ରାୟ 30କିଲ ମିଟର ରାଲି କରି ଲୋକଙ୍କୁ ସଚେତନ କରାଇବା ସହ ଜଙ୍ଗଲ ର ଉପକାର ଓ ଅପକାର ର ଉଦାହରଣ ଯେମିତି କେଉଁ ଆଦିମ କାଳ ରୁ ମଣିଷ ସମାଜ ସେମାନଙ୍କ ଘର ପାଇଁ କାଠ ବଲ୍ଲା ଦଉଡି ଜାଳେଣି କାଠ ବିଭିନ୍ନ ପ୍ରକାର ପତ୍ର ଶିଆଳି ପତ୍ର ମହୁଲ ଝାଡୁ ଅଁଳା ତେନ୍ତୁଳି ପଣସ କୁସୁମ ଓ ବିଭିନ୍ନ ପ୍ରକାର ୱସଧ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ବାଘ ଠେକୁଆ ବଜ୍ରକାପ୍ତା ରହି ଥାନ୍ତି ମହୁଲ ଟୋଲ କନ୍ଦା ସଂଗ୍ରହ ଖଜୁରୀ ପୋକ ଓ ବାଇ ପୋକକୁ ପୋଡିବା ଜଙ୍ଗଲ ମଧ୍ୟରେ ବିଡି ପି ପକାଇବା ବାଣଭୋଜୀ କରିବା ଶିକାର କରିବା ଓପଡ଼ୁ ଚାଷ ପାଇଁ ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲଗାଇଵା ଦ୍ୱାରା କିପରି ଜଙ୍ଗଲ ନଷ୍ଟ ହେବା ସହ ଜଳବାୟୁ ପରିବର୍ତନ ହୋଇ ଗ୍ରୀଷ୍ମ ପ୍ରବାହ ଅଧିକ ହୋଇ ଯାଉଛି ସେସବୁ ବିଷୟରେ ଲୋକଙ୍କୁ ବୁଝାଇ ସଚେତନ କରାଯାଇଥିଲା