September 26, 2026

“ବିଜିନେସ ମନ୍ତ୍ର ” ରେ ଇଞ୍ଜିନିଅର ରାଜେଶ ମିଶ୍ର ( ପୁରୀ E 24 ହସ୍ପିଟାଲ ଚେୟାରମ୍ୟାନ ) l

IMG-20250116-WA0028
Share

ପୁରୀ ପୌରସଦନ ଠାରେ ନୂତନ ଯୁବ ଶିଳ୍ପାଦ୍ୟୋଗୀ ମାନଙ୍କୁ ଆଗକୁ କିଭଳି ଜଣେ ଜଣେ ଭଲ ଶିଳ୍ପପତି ହୋଇପାରିବେ କିଭଳି ଆଗକୁ ବଢ଼ିପାରିବେ ସେଥିନିମନ୍ତେ ଏକ ” “ବିଜିନେସ ମନ୍ତ୍ର” ନାମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୁଖ୍ୟ ଅତିଥିଭାବେ ପୁରୀ E24 ହସ୍ପିଟାଲର ଚେୟାରମ୍ୟାନ ତଥା ଇଞ୍ଜିନିଅର ରାଜେଶ ମିଶ୍ର ଯୋଗଦାନ କରି ପୁରୀରେ ହୋଟେଲ ଶିଳ୍ପ ସବୁଠାରୁ ଅଧିକ ଅର୍ଥ ଉପାର୍ଜନକାରି ଶିଳ୍ପ ଆଜିର ଯୁବପିଢ଼ି ଯେଉଁମାନେ ଛୋଟ ଛୋଟ ଶିଳ୍ପ ସଂସ୍ଥା କରି ଆଗକୁ ଯିବାକୁ ଆଗ୍ରହ ପ୍ରକାଶ ରଖିଛନ୍ତି ସେମାନଙ୍କୁ ଅତିସୁନ୍ଦର ଭାବରେ ଇଞ୍ଜିନିଅର ମିଶ୍ର ବୁଝାଇବା ସହିତ ପୁରୀରେ ବିଜିନେସ ମନ୍ତ୍ର କାର୍ଯ୍ୟକ୍ରମ କରାଇଥିବା ଅନୁଷ୍ଠାନ କୁ ପ୍ରଶଂସା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed