September 26, 2026

ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଆଚେତ.

IMG-20250108-WA0027
Share

କାଶୀନଗର ଥାନା ଅନ୍ତର୍ଗତ ଗୋକୁଳା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ହୋଇଥିଲା. ବାଇକ ଆରୋହୀ ଦୁଇଜଣ ଗୁରୁତର ହୋଇ ରାସ୍ତା ପାର୍ଶ୍ଵରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମବାସୀ କାଶୀନାଗର ଅଗ୍ନିଶମ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ ଏବଂ ବିଭାଗୀୟ ଅଧିକାରୀ ମାନେ ତୁରନ୍ତ ପହଂଚି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ . ସେମାନେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ କୋତୁରୁ ଗ୍ରାମର ବୋଲି ସୂଚନା ମିଳୁଛି.

You may have missed