June 14, 2026

ମକର ସଂକ୍ରାନ୍ତି ରେ ଗରିବ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ

IMG-20230115-WA0003
Share

ହାଟଡ଼ିହି ବ୍ଲକ ର ଗେଡ଼ମା ପଞ୍ଚୟତ ଅନ୍ତର୍ଗତ ଜଳସରପୁର ଗ୍ରାମର ବରିଷ୍ଠ ବିଜେପି ନେତା କମଳ ଲୋଚନ ଯେନା ଓ ତାଙ୍କ ପତ୍ନୀ ତଥା ଶଳଣିଆ ମଣ୍ଡଳ ବିଜେପି ମହିଳା ମୋର୍ଚ୍ଚା ର ସଭାନେତ୍ରୀ ସଂଯୁକ୍ତା ଜେନାଙ୍କ ଦ୍ୱାରା ଏହି ପଂଚାୟତ ର ୨୦୦ରୁ ଉର୍ଦ୍ଧ୍ବ ଗରିବ ଅସହାୟ ତଥା ବୃଦ୍ଧ ବୃଦ୍ଧା ଙ୍କୁ ମକର ସଂକ୍ରାନ୍ତି ଦିନ କମ୍ବଳ ବଣ୍ଟନ କରାଯାଇଛି। ଯାହାକୁ ସ୍ଥାନୀୟ ଅଞ୍ଚଳ ର ବୁଦ୍ଧିଜୀବୀ ଖୁବ ପସନ୍ଦ କରିଛନ୍ତି।ଏହି ଅଵସର ରେ ଶାଳଣିଆ ମଣ୍ଡଳ ବିଜେପି ଏ ସଭାପତି ବଳଭଦ୍ର ବାରିକ , ବିଜେପି ର ପୂର୍ବ ଜିଲ୍ଲା ପରିଷଦ ପ୍ରାର୍ଥୀ ଜ୍ଞାନେନ୍ଦ୍ର କୁମାର ଜେନା ,ରମାକାନ୍ତ ମଲ୍ଲିକ ଙ୍କ ସମେତ ଭ୍ରମରବର ଯେନା, କୃଷ୍ଣଚନ୍ଦ୍ର ବିଶ୍ୱାଳ, ନନ୍ଦକିଶୋର ଯେନା, ଜଗନ୍ନାଥ ଯେନା ପ୍ରମୁଖ ଉପସ୍ଥିତ ଥିଲେ
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।

You may have missed