December 22, 2024

ଗୁଣପୁର ଚ଼ଇତି ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚ଼ଳିତ ଗୁଣପୁର ଚଇତି ଇଡ଼ିତାଲ ୨୦୨୪ ନିମନ୍ତେ ଗୁଣପୁର ପ୍ରଶାସନ ଆନୁକୁଲ୍ୟରେ ଦିଲୀପ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶନା ଓ ପରିକଳ୍ପନାରେ ଏକ ସୁନ୍ଦର ଗୀତ “ଆଇଲାରେ ଦେଖ ଚ଼ଇତି ପରବ” ରାୟଗଡ଼ ଜିଲ୍ଲାପାଳ ପାରୁଲ

Share

    ଆଜି ତା ୨୧.୧୨.୨୦୨୪ ରିଖ -(ସୁରେନ୍ଦ୍ର ମହାନ୍ତି )ଗୁଣପୁର ଚ଼ଇତି ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚ଼ଳିତ ଗୁଣପୁର ଚଇତି ଇଡ଼ିତାଲ ୨୦୨୪ ନିମନ୍ତେ ଗୁଣପୁର ପ୍ରଶାସନ ଆନୁକୁଲ୍ୟରେ ଦିଲୀପ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶନା ଓ ପରିକଳ୍ପନାରେ ଏକ ସୁନ୍ଦର ଗୀତ “ଆଇଲାରେ ଦେଖ ଚ଼ଇତି ପରବ” ରାୟଗଡ଼ ଜିଲ୍ଲାପାଳ ପାରୁଲ ପାଟୱାରୀ, ଗୁଣପୁର ଉପ ଜିଲ୍ଲାପାଳ କିରଣ ଦୀପ କୌର ସହତା , ପ୍ରକଳ୍ପ ପ୍ରଶାସକ ସମନ୍ନିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ସଂସ୍ଥା ଅଜୟ କୁମାର ପ୍ରଧାନ, କମାଣ୍ଡାଟ ବ୍ରଜ ମୋହନ ନାୟକ ଓ ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚନ୍ଦ୍ରଧୂଜ ପଣ୍ଡା ପ୍ରମୁଖଙ୍କ ଦ୍ଵାରା ଶୁଭମୁକ୍ତି ହୋଇଥିଲା। ଗୀତଟିକୁ କଣ୍ଠଦାନ କରିଛନ୍ତି ମନୋଜ କୁମାର ଜେନା ଓ ସନ୍ଧ୍ୟାରାଣୀ ପଣ୍ଡା, ଗୀତ ରଚନା କରିଛନ୍ତି ସଦାନନ୍ଦ ଶବର, ରେକଡିଂ କରିଛନ୍ତି ଜୋଶ୍ ମଣ୍ଡଳ, ସହଯୋଗ କରିଛନ୍ତି ଅଶୋକ କୁମାର କର, ଚ଼ନ୍ଦ ନ ଶବର ଓ କର୍ଣ୍ଣ ଶବର ଏବଂ ଉପଦେଷ୍ଟା ଅଛନ୍ତି ଡଃ ଚନ୍ଦ୍ରଧ୍ୱଜ ପଣ୍ଡା ଓ ଅକ୍ଷୟ ଦାଶ।