April 20, 2025

ଧର୍ମ ପରାୟଣା ମହିଳା ଙ୍କ ଦ୍ୱାଦଶ ଶ୍ରାଦ୍ଧ ପାଳିତ

Share

 

କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମ ର ଧର୍ମ ପରାୟଣା , ସମାଜ ସେବିକା, ପୁରୁଖା କଂଗ୍ରେସ ନେତ୍ରୀ ଲକ୍ଷ୍ମୀ ଦଳେଇଙ୍କ ଦ୍ଵାଦଶ ଶ୍ରାଦ୍ଧ କାର୍ଯ୍ୟକ୍ରମ ତାଙ୍କ ବାସଭବନ ଠାରେ ଚାରି ପ୍ରହର ସଂକୀର୍ତ୍ତନ କରି ପାଳନ କରା ଯାଇଥିଲା. ଏହି ମହିୟସୀଙ୍କ ଦ୍ଵାଦଶ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତି, କଲେଜ ଛାତ୍ର ଛାତ୍ରୀ ଓ ସାମ୍ବାଦିକ ମାନେ ଯୋଗ ଦେଇ ତାଙ୍କ ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ