November 27, 2024
Share

 

୧-ସାକ୍ଷୀଗୋପାଳ: ରାଧାପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ୩ କିମି ଲମ୍ବା ଧାଡ଼ି,୨ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ହେଲା ସମାଗମ।

 

୨-ଝାରସୁଗୁଡ଼ା ଇଂଞ୍ଜିନିୟରିଂ ସ୍କୁଲରେ ପୁନେ ସଂସ୍ଥାର କେଳେଙ୍କାରୀ, କ୍ୟାମ୍ପସ ମନୋନୟନ ନାଁରେ ୯୦ ଛାତ୍ରଙ୍କୁ ଠକେଇ।

 

୩-ଭୁବନେଶ୍ୱର: ରାଜ୍ୟର ୮୩%ଜମି ଆଠମାସ ପଡ଼ିଆ, ପଶୁପାଳନରେ ଜାତୀୟ ହାରଠାରୁ ପଛରେ ଓଡ଼ିଶା।

 

୪-୧୦୦ OPS ଅଧିକାରୀଙ୍କୁ ପଦୋନ୍ନତି ସହ ବଦଳି, କମିଶନରେଟ ପୋଲିସ୍ ରେ ବଦଳିଲେ ୭SP।

 

୫-ମାର୍ଗଶିର ମାସ ଗୁରୁବାରରେ ମା’ ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ପ୍ରସ୍ତୁତ ଭୋଗ ଲାଗି କରିବାକୁ ମୁଖ୍ୟମନ୍ତ୍ରୀ କଲେ ଅନୁରୋଧ।

 

୬-ଆନନ୍ଦପୁର:ଡମ୍ପର ଚଢ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ, ଡ୍ରାଇଭର ଅଟକ।

 

୭-କଟକ: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, କଟକରେ ଡିସିପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍।

 

୮-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ, ଦେଖିବାକୁ ମିଳିବ ବିଭିନ୍ନ ପ୍ରଜାତିର ମାଙ୍କଡ।

 

୯-ମୋହନ ମାଝୀଙ୍କ ୫ ମାସର ସରକାରରେ କିଛି ନୂଆ ନାହିଁ : ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

 

୧୦-ଭୁବନେଶ୍ୱର: ସେମିଳିଗୁଡାରେ ପାରଦ ୧୩.୫ ଡିଗ୍ରୀ।୧୧ ସ୍ଥାନରେ ପାରଦ ୨୦ ଡିଗ୍ରୀ ତଳେ।

 

୧୧-ପିପିଲି ଚାନ୍ଦୁଆକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ସ୍ଥାନ ପାଇବ ପିପିଲି ଚାନ୍ଦୁଆ।

 

୧୨-ଚନ୍ଦ୍ରଶେଖରପୁର: ଅବସରପ୍ରାପ୍ତ କର୍ମଚାରୀଙ୍କ ଘରୁ ଲୁଟ୍,ନେଇଗଲେ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା,ନଗଦ ଟଙ୍କା।

 

୧୩-ଲୋକସେବା ଭବନରେ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଉଦଘାଟିତ।

 

୧୪-ଭୁବନେଶ୍ୱର:ଆଉ ମନ ଇଛା ପାଉଁଶ ଡମ୍ପିଂ କରିପାରିବେନି କମ୍ପାନି, ସରକାର ଆଣୁଛନ୍ତି ପ୍ରଦୂଷଣ ନିରୋଧ ନିୟମ।

 

୧୫-ବିରୋଧ ପରେ ବି ମାନିଲାନି ଇସ୍କନ, କଲା ଅଦିନିଆ ରଥଯାତ୍ରା।‘ଫେଷ୍ଟିଭାଲ ଅଫ ବ୍ଲିସ’ ନାଁରେ ରଥଯାତ୍ରା କରିଛି ଇସ୍କନ।

 

୧୬-ଭୁବନେଶ୍ୱର:ବାର୍ ଗର୍ଲ ରଖିବା ପଡ଼ିଲା ମହଙ୍ଗା, ରାତି ତମାମ ଚଢ଼ାଉ ପରେ ସିଲ୍ ହେଲା ପେଣ୍ଟାଗନ୍ ବାର୍।

 

୧୭-ଆଜି ସକାଳ ୧୦ଟାରେ ଶପଥ ନେବେ ନୂଆ ସିଜେଆଇ ସଞ୍ଜୀବ ଖାନା।

 

୧୮-ନୂଆ ଦିଲ୍ଲୀ:’ଇଣ୍ଡିଆଜ ବେଷ୍ଟ ଡାନ୍ସର’ ସିଜିନ ୪ର ବିଜୟୀ ହେଲେ ଷ୍ଟିଭ ଜିରବା, ଟ୍ରଫି ସହ ଜିତିଲେ ୧୫ ଲକ୍ଷ ଟଙ୍କା।

 

୧୯-ଜାମ୍ମୁ-କାଶ୍ମୀରର କିସ୍ତଓ୍ବାରରେ ଗୁଳିବିନିମୟ: ସେନା ଅଧିକାରୀ ସହିଦ, ୩ ଯବାନ ଆହତ।

 

୨୦-ରାଜସ୍ଥାନ, ଅଲବର:ମଣ୍ଡିକୁ ଆସିବା ମାତ୍ରେ ଆରମ୍ଭ ହୋଇଗଲା ପିଆଜର ଅଭାବୀ ବିକ୍ରି, ଚାଷୀ ଅସନ୍ତୁଷ୍ଟ

 

୨୧-ବରୁଣଙ୍କ ଘାତକ ବୋଲିଂ ବୃଥା, ଭାରତ ମୁହଁରୁ ବିଜୟ ଛଡ଼ାଇ ନେଲା ଦ. ଆଫ୍ରିକା।

 

୨୨-ହିଜବୁଲ୍ଲା ଉପରେ ଆଶ୍ଚର୍ଯ୍ୟକର ପେଜର ଆଟାକ କରିଥିଲା ଇସ୍ରାଏଲ୍: କ୍ୟାବିନେଟ୍ ବୈଠକରେ ଖୁଲାସା କଲେ ନେତାନ୍ୟାହୁ।

 

*🙏 ସୁପ୍ରଭାତ 🙏*