November 15, 2024
Share

 

୧-ମାନିଲେନି କଟକଣା, ରାତିସାରା ଫୁଟିଲା ବାଣ, ପ୍ରଦୂଷଣ ବଳୟରେ ପ୍ରମୁଖ ସହର।

 

୨-ନଭେମ୍ବର ୪ ଓ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।

 

୩-କୁଚ ବିହାର ଟ୍ରଫି ପାଇଁ ଓସିଏ ଘୋଷଣା କଲା ଟିମ, ଶ୍ରେୟାଂଶ ଅଧିନାୟକ।

 

୪-କଇଁଛଙ୍କ ପ୍ରଜନନ ଋତୁ ଆରମ୍ଭ, ଜାରି ହେଲା ସାମୁଦ୍ରିକ ମାଛଧରା କଟକଣା।

 

୫-ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ: ପୃଥ୍ବୀରାଜ ହରିଚନ୍ଦନ।

 

୬-ଭୁବନେଶ୍ୱରରେ ଫୁଟିଲା ବୋମା: କାର ଓ ବାଇକ ଭାଙ୍ଗିଲା, ସହିଦନଗର ପୁଲିସର ଛାନଭିନ ଜାରି।

 

୭-ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନାରେ

ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆସିବ ନୂଆ ଗାଇଡଲାଇନ, ଉପମୁଖ୍ୟମନ୍ତ୍ରୀ।

 

୮-ଓଡ଼ିଶା ପାଇଁ ଖୁସି ଖବର ! ଭୁବନେଶ୍ୱରରେ ଖୋଲିବ ଜାତୀୟ ନାଟ୍ୟ ବିଦ୍ୟାଳୟର ଶାଖା।

 

୯-ନବୀନଙ୍କୁ ଓ୍ବାଇ+ସୁରକ୍ଷା, ପୂର୍ବରୁ ମିଳୁଥିଲା ଜେଡ୍+ ସୁରକ୍ଷା।

 

୧୦-କିସ୍ ଶ୍ରୀବାଣୀକ୍ଷେତ୍ରରେ ଦୀପାବଳି, ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନିକଟରେ ଦୀପ ଜାଳିଲେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

 

୧୧-ଭୁବନେଶ୍ୱର:୧ନଂ ହାଟ ଭୂତଳ ମାର୍କେଟ୍‌ରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଶାଢ଼ୀ।

 

୧୨-ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ,ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।

 

୧୩-ପୁରୀ ବାଣ ବିସ୍ଫୋରଣ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

 

୧୪-ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବଡ଼ ଖବର : ସ୍ନାନଯାତ୍ରା ହେଲା ବାତିଲ।

 

୧୫-କଲକାତା: ପଶ୍ଚିମବଙ୍ଗ ହାୱଡ଼ାରେ ବାଣ ବୋସ୍ଫୋରଣରେ ୩ଜଣ ପିଲାଙ୍କ ମୃତ୍ୟୁ ।

 

୧୬-ବିଲ୍ ବାକି – ବାଂଲାଦେଶକୁ ବିଜୁଳି ଯୋଗାଣ କାଟିଲା ଆଦାନୀ ପାୱାର।

 

୧୭-ରୁଷ-ୟୁକ୍ରେନ ଯୁଦ୍ଧରେ ଉତ୍ତରକୋରିଆର ଏଣ୍ଟ୍ରି । ପଠାଇଲା ୮ହଜାର ମିସାଇଲ।

 

୧୮-ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଆଶଙ୍କା; ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ସମ୍ଭାବନା।

 

୧୯-କେନ୍ଦୁଝରରେ ନିର୍ମାଣ ହେବ ବଡ଼ ଷ୍ଟିଲ ପ୍ଲାଣ୍ଟ୍‌, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।

 

୨୦-ନ୍ୟୁଜିଲାଣ୍ଡ ୨୩୫ରେ ଅଲଆଉଟ୍‌, ଜାଡେଜାଙ୍କୁ ୫ ଓ ସୁନ୍ଦରଙ୍କୁ ୪ ଉଇକେଟ୍‌।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*