September 21, 2024

ଭକ୍ତଙ୍କ ପାଉ ସାକାହାରୀ ଭୋଜନାଳୟ ଉଦଘାଟନ କରିଲେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ l

Share

ପୁରୀ ସହର ର ଚକର୍ତ୍ତୀଥ ରୋଡ଼ ସ୍ଥିତ ଗାନ୍ଧାର ହୋଟେଲ ପରିସରରେ ଜଗା ହୋଟେଲ ନାମରେ ଏକ ସାକାହାରୀ ହୋଟେଲ ଉଦଘାଟନ କରିଛନ୍ତି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ l ଏହି ଜାଗାରେ ଲକ୍ଷ୍ମୀ ଙ୍କ ବାପଘ୍ରର, ଚକ୍ରନୃସିଂହ, ବେଡିବନ୍ଧା ହନୁମାନ, ସୁନାର ଗୌରାଙ୍ଗ ପ୍ରଭୁତି ତୀର୍ଥସ୍ଥାନ ଥିବାବେଳେ ଭକ୍ତମାନେ ସାକାହାରୀ ଭୋଜନ ଖାଇବା ପାଇଁ ହୋଟେଲ ଖୋଜିବାକୁ ପଡୁଥିଲା l କିନ୍ତୁ ପାଇକରାୟ ଫ୍ୟାମିଲି ପକ୍ଷରୁ ଏହି ଜଗା ହୋଟେଲ ଟି ଭକ୍ତମାନଙ୍କ ପାଇଁ ଖୋଲାଯାଇଛି l ବିନା ଲାଭରେ ଏଠାରେ ଖାଦ୍ୟ ପରିବେଷଣ କରାଯାଉଛି ବୋଲି କହିଛନ୍ତି ହୋଟେଲ ର ଅଧକ୍ଷ ସନ୍ତୋଷ ପାଇକରାୟ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ