June 18, 2026

ଦ୍ଵିତୀୟ ଶ୍ରୀକ୍ଷେତ୍ର ଥ୍ରୋ ବଲ ପ୍ରିମିୟମ ଲିଗ ଉଦଘାଟିତ ..

Share


ପୁରୀଜିଲ୍ଲା ଥ୍ରୋ ବଲ ଆସୋସିଏସନର ଦ୍ଵିତୀୟ ଶ୍ରୀକ୍ଷେତ୍ର ଥ୍ରୋବଲ ପ୍ରିମିୟମ ଲିଗ ଓ ବାସନ୍ତୀ ବିଶ୍ୱାଳ ମେମୋରିଆଲ ଦିବାରାତ୍ର ମ୍ୟାଚ ଆଜିଠାରୁ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନୀ ଉର୍ତ୍ସବରେ ମୁଖ୍ୟ ଅତିଥିଭାବେ ମାରୁତି ସେନାର ମୁଖ୍ୟ ପପୁ ଦଳ ବେହେରା, ମଞ୍ଜୁ ବରାଳ, ଦେବିପ୍ରସାଦ ମିଶ୍ର, ମାରୁତିନନ୍ଦନ ଦାସ, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ଅଭିନାଶ ଭଞ୍ଜ, ବାଲିଗୁଆଳି ସରପଞ୍ଚ ସିଲୁ ସେନାପତି ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ l ପରେ ପରେ ବାସନ୍ତୀ ବିଶ୍ୱାଳଙ୍କ ଉଦେଶ୍ୟରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଜିତେନ୍ଦ୍ର କୁମାର ଦାସ ପରିଚାଳନା କରିଥିଲେ
I
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed