June 22, 2026

ଦ୍ଵିତୀୟ ଶ୍ରୀକ୍ଷେତ୍ର ଥ୍ରୋବଲ ପ୍ରିମିୟମ ଲିଗ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ .. 

Share

ପୁରୀଜିଲ୍ଲା ଥ୍ରୋବଲ ଆସୋସିଏସନ ତାର ଦ୍ଵିତୀୟ ଶ୍ରୀକ୍ଷେତ୍ର ଥ୍ରୋବଲ ପ୍ରିମିୟମ ଲିଗ ଓ ବାସନ୍ତୀ ବିଶ୍ୱାଳ ଦିବାରାତ୍ର ମ୍ୟାଚ ଆସନ୍ତା ଅଗଷ୍ଟ ୧୦ ଓ ୧୧ରେ ଅନୁଷ୍ଠିତ ହେବାକୁ ଯାଉଛି l ଏହି ମ୍ୟାଚ ପୁରୀ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନିକଟ ମହା ଭୈରବ ପିଠ ପରିସରରେ ଅନୁଷ୍ଠିତ ହେବ l ତେଣୁ ଅଜି ମୁଖ୍ୟ ପରିଚାଳକ ଜିତେନ୍ଦ୍ରନାଥ ଦାସଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l