July 27, 2026

ଦୀର୍ଘ ବର୍ଷ ପରେ ଆସାମୀ ଗିରଫ .. 

Share

ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ନୂଆଁ ଲେଙ୍ଗେ ଗ୍ରାମର ନହସେନା ସିଂ ଙ୍କ ପୁତ୍ର କୁନା ସିଂ ୨୦୧୪ ମସିହାରେ ଏକ ନାବାଳିକା କୁ ଅସଦାଚରଣ କରି ଫେରାର ହୋଇଥିଲେ। ଆର. ଉଦୟଗିରି ପୋଲିସ କୌଣସି ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ରୁ ଗିରଫ କରିଛନ୍ତି। ଆର. ଉଦୟଗିରି ଥାନା କେସ ନମ୍ବର ୨୪/୧୪ସହ ଭାରତୀୟ ପିଙ୍ଗଳ ଧାରା ୩୬୬/୩୭୬(୨)(I)(ଏନ)/୨୯୫/୫୦୬ଆଇପିସି/୦୬ ପୋସ୍କୋ ଧାରା ଅନୁଯାୟୀ ଗିରଫ କରିଥିବା ସ୍ଥାନୀୟ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି।

You may have missed