July 29, 2026

ବ୍ରହ୍ମପୁର ଆଇ ଟି ଆଇ ଠାରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ଉନ୍ମଚିତ କଲେ ଶ୍ରମମନ୍ତ୍ରୀ—–

juygui
Share

ବ୍ରହ୍ମପୁର ଠାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଶିବିର ରେ ଯୋଗଦେବା ସହ ବ୍ରହ୍ମପୁର ITI ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଆସିକା ସାଂସଦ, ବ୍ରହ୍ମପୁର ସାଂସଦ, ବ୍ରହ୍ମପୁର ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାର୍ମଶଦାତା ଗୋପବନ୍ଧୁ ଦାସ ଯୋଗ ଦେଇଛନ୍ତି। ତା – ୦୫/୦୩/୨୦୨୩