October 5, 2024
Share

 

 

୧-ଭୁବନେଶ୍ୱର:୨୬ ଜିଲ୍ଲାରେ ୪୬୩ ଡେଙ୍ଗୁ ରୋଗୀ ଚିହ୍ନଟ, ସ୍ଥିତି ସମୀକ୍ଷା କଲେ ରାଜ୍ୟ ସରକାର।

 

୨-ଆଜି ହେରାପଞ୍ଚମୀ, ନନ୍ଦିଘୋଷ ଭାଙ୍ଗିବେ ମହାଲକ୍ଷ୍ମୀ।

 

୩-ବଦଳିବ ରାଜ୍ୟର ଚିତ୍ର: ୨୬ଟି ପ୍ରକଳ୍ପ ପାଇଁ ୫୯୯୨ କୋଟି, ୧୯୩୬୪ଟି ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ହେବ ସୃଷ୍ଟି।

 

୪-ଆକାଶ ଛୁଆଁ ପରିବା ଦର,ଯାହାକୁ ଛୁଇଁବ ୬୦; ହାଣ୍ତିଶାଳରେ ପରିବା ଛାଟ, ଖାଉଟି କଲବଲ।

 

୫-ରାୟଗଡ଼ା ଜିଲ୍ଲାର ୪୦ ସ୍କୁଲକୁ ବ୍ଯାପିଲାଣି ମ୍ୟାଲେରିଆ,୪୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା।

 

୬-ଉତ୍ପାଦନ, ବିକ୍ରୟ ଓ ନିଯୁକ୍ତିରେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ରେକର୍ଡ।

 

୭-ଭୁବନେଶ୍ୱର:ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ।ସଂସଦୀୟ ସଚିବ ପଦରୁ ଜି ମାଥିଭାତନ୍‌ଙ୍କୁ ବଦଳି।

 

୮-୫ ପ୍ରସ୍ତାବକୁ କ୍ୟାବିନେଟ ମୋହର: ବଢ଼ିଲା ସର୍ବନିମ୍ନ ମଜୁରି, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି।

 

୯-ସ୍ପଷ୍ଟ କଲା ଏନସିଇଆରଟି, ଜୁଲାଇ ସୁଦ୍ଧା ମିଳିବ ପାଠ୍ୟପୁସ୍ତକ।

 

୧୦-୨ଦିନ ହେଲେ କପିଳାସ ରୋଷଘରେ ପଡିଛି ତାଲା: ନୀତିରେ ବିଭ୍ରାଟ, ଓପାସରେ ବାବା ଚନ୍ଦ୍ରଶେଖର।

 

୧୧-ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣ ଜଳାଭିଷେକ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

 

୧୨-ଚାରି ଦିନ ପରେ ଶେଷରେ ମାଉସୀ ମାଆ ମନ୍ଦିରରେ ଆଗରେ ଲାଗିଲା ବ୍ରହ୍ମ ତାଳଧ୍ୱଜ ରଥ: ବାରମ୍ବାର ବାମ ମୋଡ ନେବାରୁ ରଥଟଣାରେ ହେଉଥିଲା ବିଳମ୍ୱ।

 

୧୩-ରାଜ୍ୟରେ ୟୁନିଭର୍ସିଟି ଶିକ୍ଷାରେ ଅଚଳାବସ୍ଥା; ୧୭ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଛି ୬୦ ପ୍ରତିଶତ ପଦ।

 

୧୪-ପୁରୀ:ବଳଭଦ୍ର ମହାପ୍ରଭୁଙ୍କ ପହଣ୍ଡି ବିଜେରେ ଘଟିଥିବା ଅଘଟଣର ତଦନ୍ତ କରିବ ୩ଜଣିଆ କମିଟି।

 

୧୫-ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ SOP; ସାଙ୍ଗରେ ଯିବେ ସାପ ଧରାଳି ଓ ଡାକ୍ତରୀ ଟିମ୍ !

 

୧୬-ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ମାତ୍ର ୩୫ ଦିନରେ ୬ ଥର ସାପ କାମୁଡ଼ିଛି ତେବେ ପ୍ରତିଥର ସେ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି।

 

୧୭-ଅଷ୍ଟ୍ରିଆରେ ଗୁଞ୍ଜରିତ ହେଲା ‘ବନ୍ଦେ ମାତରମ’, ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଆର୍କେଷ୍ଟ୍ରା ଟିମ୍ ଦେଲେ ଅପୂର୍ବ ପ୍ରସ୍ତୁତି।

 

୧୮-NEET-UG ପ୍ରଶ୍ନପତ୍ର ଲିକ୍‌ ମାମଲା: CBIକୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ।

 

୧୯-ହରାରେ:୩ୟT20:ଭାରତର ପୁଣି ଏକ ସହଜ ବିଜୟ।

 

୨୦-T20 ବ୍ୟାଟିଂ ମାନ୍ୟତା:୨ୟ ସ୍ଥାନ ବଜାୟ ରଖିଲେ ସୂର୍ଯ୍ୟକୁମାର।

 

୨୧-ଭାରତ- ନେପାଳ ସୀମାରେ ବଡ଼ ଦୁର୍ଘଟଣା, ଟ୍ରାକ୍ଟର ଧକ୍କାରେ ବାଇକ୍ ଟାଙ୍କିରେ ଲାଗିଲା ନିଆଁ,୩ ନେପାଳୀ ନାଗରିକ ମୃତ।

 

୨୨-ବାଇଡେନ୍‌ଙ୍କ ବଡ଼ ଦାବି: ଋଷକୁ ହରାଇବ ୟୁକ୍ରେନ, ନାଟୋ ନେଉଛି ବଡ଼ ପଦକ୍ଷେପ।