ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେଲେ ମୋହନା ଥାନା ଅଧିକାରୀ….

ujgui
Share

ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡି ନିକଟରେ ଜଣେ ହୁଣ୍ଡିପଦର ଗ୍ରାମର ଜଣେ ବ୍ୟକ୍ତି ଯିବା ସମୟରେ ରାତ୍ର ଦୁର୍ଘଟଣାରେ ପଡି ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ସେଠାରେ କାର୍ଯ୍ୟରତ ଥିବା ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ଏବଂ ତାଙ୍କ କର୍ମଚାରୀ ଆମ୍ବୁଲାନ୍ସ ଆସିବା ପୂର୍ବରୁ ଡାକ୍ତରଖାନା ନେଇ ଜୀବନ ବଞ୍ଚାଇଛନ୍ତି।ଏହି ଖବର ଅଂଚଳରେ ଖୁସିର ଲହରୀ ଖେଳିଥିବା ବେଳେ ଥାନା ଅଧିକାରୀ ଙ୍କୁ ସ୍ତାନୀୟ ଜନସାଧାରଣ ସାଧୁବାଦ ଜଣାଇବା ସହ ତାଙ୍କର ଉତ୍ତରତର ଉନ୍ନତି କାମନା କରିଛନ୍ତି।