March 13, 2026

ପୁରୀ ଟେଣ୍ଟହାଉସ ଆଣ୍ଡ ସେଲର୍ସ ଓ ଓନର୍ସ ଆସୋସିଏସନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l

IMG-20240620-WA0008
Share


ପୁରୀ ଟେଣ୍ଟହାଉସ ଆଣ୍ଡ ସେଲର୍ସ ଓ ଓନର୍ସ ଆସୋସିଏସନର ସାଧାରଣ ବୈଠକ ଅଧକ୍ଷ ପୂର୍ଣଚନ୍ଦ୍ର ରଥଶର୍ମାଙ୍କ ଅଧକ୍ଷତାରେ ପୁରୀ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସଭାପତି ଡମ୍ବରୁ ଧର ଦାସ, ସମ୍ପାଦକ ରାଜେଶ କୁମାର ପୋଥାଲ, କୋଷାଧକ୍ଷ ଗୁରୁନାରାୟଣ ଭଞ୍ଜ, ଉପସଭାପତି ସୁନୀଲ କୁମାର ସାହା, ମନୋଜ କୁମାର ପଢ଼ିଆରୀଙ୍କ ସହିତ ପୁରୀଜିଲ୍ଲାର ସମସ୍ତ ଟେଣ୍ଟ ହାଉସ ମାଲିକ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଆଗାମୀ ବର୍ଷ ପାଇଁ ରେଟଚାଟ ଉନ୍ମୋଚନ କରାଯାଇଥିଲା l ରଥଯାତ୍ରା ରେ କିଭଳି ଜିନିଷପତ୍ର ଦାଣ୍ଡକୁ ଯିବ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ଆଲୋଚନା ହୋଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ