March 13, 2026

ମୁଁ ମାଟିର ପୁଅ,ନିତି ଅନୀତି କରିଥିବା ହାତ,ସଙ୍ଖ ଏବଂ ଫୁଲ ସହ ଲଢେଇ କରିବି…

yuk
Share

ବୋଲଗଡ଼, :(ଉପାନ୍ତ ଖବର): ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ପାର୍ଥୀ ଭାବରେ ମନୋଜ କୁମାର ପ୍ରଧାନ ବହୁ କର୍ମୀ ମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲା କାର୍ଯାଳୟ ରେ ପାର୍ଥୀପତ୍ର ଦାଖଲ କରିଥିଲେ। ଏହି ପରିପ୍ରେକ୍ଷୀରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଯେଉଁ ନିତି ଅନତି ଚାଲିଛି ତା ବିରୋଧରେ ଲଢ଼େଇ ଯାରି ରହିବା ସହିତ ଶଙ୍ଖ, ପଦ୍ମଫୁଲ, ହାତ ସହିତ କଡା ଲଢେଇ କରିବା ସହିତ ଅଞ୍ଚଳ ରେ ଥିବା ପାନୀୟ ଜଳର ସମସ୍ୟା, ଖାଦ୍ୟ ର ଅନାଟନ, ଶିକ୍ଷାର ଅବ୍ୟବସ୍ଥା,ଯେଉଁ ମାନେ ଦାରିଦ୍ର୍ଯ ସୀମାରେଖା ତଳେ ଅଛନ୍ତି ସେମାନଙ୍କର ସମସ୍ୟା ଦୂରୀକରଣ ପାଇଁ ନିଶ୍ଚିତ ପଦକ୍ଷେପ ନେବେ। ଯଦିଓ ସିଏ ନିର୍ବାଚନ ରେ ଜିତନ୍ତି ତାହାର ସମାଧାନ କରିବେ ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ମନୋଜ କୁମାର।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।