April 29, 2026

ବିଶାଳ ଶୋଭାଯାତ୍ରା ପଟୁଆର ରେ ପାର୍ଥୀପତ୍ର ଦାଖଲ କଲେ ପୃଥୀ ବଲ୍ଲଭ ପଟ୍ଟନାୟକ….

bg8
Share

 


ବୋଲଗଡ଼,(ଉପାନ୍ତ ଖବର): ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥୀ ଭାବରେ ବିଶାଳ ଶୋଭାଯାତ୍ରା ପଟୁଆରରେ ଖୋର୍ଦ୍ଧା ଜିଲ୍ଲା କାର୍ଯାଳୟ ରେ ପାର୍ଥୀପତ୍ର ଦାଖଲ କରି ଥିଲେ। ଏହି ପରିପ୍ରେକ୍ଷୀରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ଗଡ଼ କୁହା ଯାଉଥିବା ବେଳେ କୌଣସି ବିକାଶ ର ଚିତ୍ର ଦେଖାଯାଉନାହିଁ। ଯଦି ବେଗୁନିଆ ବୋଲଗଡ଼ ରେ ମୋତେ ସୁଯୋଗ ଦିଅନ୍ତି ନିଶ୍ଚିତ ରୂପେ ସର୍ବାଙ୍ଗୀନ ବିକାଶ ପାଇଁ ଚେଷ୍ଟା କରିବି।

(ସୁଶାନ୍ତ କୁମାର ପ୍ରଧାନ)

You may have missed