April 29, 2026

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନବରଙ୍ଗପୁର ଗସ୍ତ……..

sok
Share

ନବରଙ୍ଗପୁର:- ଆଜି ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ମାଝୀଗୁଡା ସର୍କିଟ ହାଉସ ସମ୍ମୁଖରେ ଥିବା ପଡିଆ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୧୨.୪୫ମିନିଟ ସମୟରେ ହେଲିକେପ୍ଟର ଯୋଗେ ଅବତରଣ କରିଥିଲେ। ସେ ରାଜ୍ୟର ବିକାଶ ନିମନ୍ତେ ବିଭିନ୍ନ ଯୋଜନା ଏବଂ ନବରଙ୍ଗପୁର, ମାଲକାନଗିରି, କୋଟପାଡ଼, ନିର୍ବାଚନ ମଣ୍ଡଳୀ ର ସମସ୍ତ ସାତ ଜଣ ବିଧାୟକ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଏବଂ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରେଇବା ଓ ଓଡ଼ିଶାରେ ପୁଣି ଠାରେ ବିଜେଡି ର ସରକାର ଗଠନ କରିବା କୁ ଅନୁରୋଧ କରିଥିଲେ!ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କେନ୍ଦ୍ରୀୟ ଯୋଗଦେଇଥିବା ବେଳେ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ,ସମେତ ସମସ୍ତ ସାତ ବିଧାୟକ ପ୍ରାର୍ଥୀ, ପ୍ରାର୍ଥୀନୀ ମଞ୍ଚାସିନ ଥିଲେ।(ଏମ୍.ଦିନା°ଶୁ ଆଚାରୀ)

You may have missed