April 30, 2026

ସତ୍ୟବାଦୀ ରେ କାମାକ୍ଷାଙ୍କ ସଂଗଠନ ସୁଦୃଢ ହେବାରେ ଲାଗିଛି …

yel8
Share

2024 ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ବିଭିନ୍ନ ରାଜନେତାଙ୍କ ପକ୍ଷରୁ ପ୍ରଚାର ସେତେ ଆଗେଇ ଚାଲିଛି l କିନ୍ତୁ ସବୁଠାରୁ ଆଗରେ ଅଛନ୍ତି ପ୍ରୟାସ ର ଅଧକ୍ଷ କାମାକ୍ଷ୍ୟା ପ୍ରସାଦ l ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ପ୍ରତି ପଞ୍ଚାୟତ ରେ ନିଜର ବିସ୍ତାର ଜମାଇଛନ୍ତି ପ୍ରୟାସ ର ଅଧକ୍ଷ କାମାକ୍ଷ୍ୟା ପ୍ରସାଦ l ଆଜି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ବିଶ୍ୱନାଥ ପୁର ଗ୍ରାମ ପଞ୍ଚାୟତ ରେ ଆମ ଚାନେଲ ର ପ୍ରତିନିଧି ନିୟୁଜ ସଂଗ୍ରହ ରେ ବୁଲୁଥିବା ବେଳେ ହଠାତ ଦେଖିଥିଲେ କାମାକ୍ଷା ପ୍ରସାଦ ଙ୍କୁ ବିଶ୍ୱନାଥ ପୁର ସେବକ ସାହି ହରିଜନ ବସ୍ତିରେ ଏକ ସଭା କରିବାର l ସେଠାରେ ଆମ ପ୍ରତିନିଧି ଦେଖିଲେ କି ସେହି ସଭାର ଆବାଳ ବୃଦ୍ଧବନିତା ସମସ୍ତେ କାମାକ୍ଷା ସତ୍ୟବାଦୀ ର ବିଧାୟକ ହୋଇ ତାଙ୍କ କାମ ବୁଝନ୍ତୁ ଏପରିକି କାମାକ୍ଷା ବିଧାୟକ ପ୍ରାର୍ଥୀ ହୋଇ ଜିତି ସେମାନଙ୍କ ଦୁଃଖ ବୁଝିବେ ବୋଲି ଦୃଢ଼ ବିଶ୍ୱାସ ଅଛି lଆଗକୁ ଦେଖିବାକୁ ରହିଲା କାମାକ୍ଷା ବାବୁ ସତ୍ୟବାଦୀ ରୁ ବିଧାୟକ ହୋଇ ଲୋକମାନଙ୍କୁ କିଭଳି ସେବା ଯୋଗାଇ ଦେଉଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed