June 16, 2026

ଅଯୋଧ୍ୟାରୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଆସିଥିବା ନିମନ୍ତ୍ରଣ ଓ ଅକ୍ଷତ କଳସ।

hgfyu
Share

ବୋଲଗଡ଼, ଆସନ୍ତା ଜାନୁୟାରୀ ୨୨ତାରିଖରେ ଅଯୋଧ୍ୟାରେ ରାମଲାଲା ମନ୍ଦିର ପ୍ରତିଷ୍ଠା ନିମନ୍ତେ ପଞ୍ଚାୟତ ସ୍ତରରେ ଘରେ ଘରେ ନିମନ୍ତ୍ରଣ କରିବା ପାଇଁ ଆସିଥିବା ଅକ୍ଷତ କଳସ ବୋଲଗଡ ସ୍ଥିତ ଯୋଡ଼ାପଡା ରାମ ମନ୍ଦିର ରୁ ପ୍ରତ୍ୟେକ ପଞ୍ଚାୟତ କୁ ପ୍ରେରଣ କରାଯାଇଛି । ବଡ କୁମାରୀ ପଞ୍ଚାୟତ କୁ ଆସିଥିବା ଅକ୍ଷତ କଳସକୁ ସାନ କୁମାରୀ ମାତୃ ମଣ୍ଡଳୀ ସଙ୍କୀର୍ତ୍ତନ କରି ପାଛୋଟି ନେଇଥିଲେ। ଅଞ୍ଚଳ ର ପ୍ରତେକ ଭକ୍ତ ମାନଙ୍କ ମଧ୍ୟରେ ଭକ୍ତି ଭାବ ଯାଗ୍ରତ ହୋଇଥିବାର ପରିଲିକ୍ଷିତ ହୋଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed