June 22, 2026

ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ଚାଲିଛି ସାଜସଜ୍ଜା …

oiiuuii
Share


ଥାର୍ଟୀ ଫାଷ୍ଟ ନାଇଟ କୁ ରଙ୍ଗାରଙ୍ଗ ସହ ବିତାଇବା ପାଇଁ ସ୍ଵତନ୍ତ୍ର ପ୍ରସ୍ତୁତି ଚାରିଆଡ଼େ ଚାଲିଥିବା ବେଳେ ଏଥିରୁ ବାଦପଡିନି ପାରାଦୀପର ଏମ୍ପୋରିୟସ ହୋଟେଲ।ଥାର୍ଟି ଫାଷ୍ଟ ନାଇଟକୁ ସେଲିବ୍ରେଟ କରିବା ପାଇଁ ଚଳିତ ବର୍ଷ ଆସୁଛନ୍ତି ଇଣ୍ଡିଆନ ଆଇଡଲ ସିଙ୍ଗରଙ୍କ ସହ ବହୁ ନାମୀଦାମୀ କଳାକାର |ଅନଲିମିଟେଡ ଖାଦ୍ୟ ଓ ପାନୀୟ ସହ ଡିଜେ ଡ୍ୟାନ୍ସରେ ପୁରୁଣା ବର୍ଷକୁ ବିଦାୟ ଦେଇ ସ୍ଵାଗତ କରିବେ ନବବର୍ଷ 2024 କୁ।ଯାହାର ଟିକିନିଖି କାର୍ଯ୍ୟକ୍ରମ ବିଷୟରେ ହୋଟେଲ କର୍ତ୍ତୁପକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। (ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଓଡ଼ିଶା)