September 21, 2024

ଝୁଲନ୍ତା ଅବସ୍ଥା ରେ ମୃତ୍ ଦେହ ଉଦ୍ଧାର କଲା ମୁନିଗୁଡା ପୋଲିସ

Share

ଝୁଲନ୍ତା ଅବସ୍ଥା ରେ ମୃତ୍ ଦେହ ଉଦ୍ଧାର କଲା ମୁନିଗୁଡା ପୋଲିସ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ନିକଟସ୍ଥ ଗୋବର୍ଦ୍ଧନ ରେ ଏକ ଭଡ଼ା ଘରେ ହରିପ୍ରିୟା ମାଝୀ ବୟସ ୨୪ ବର୍ଷ ପିତା ଅଦଲ ମାଝୀ ଗ୍ରାମ ଗୌଡ଼ କର୍ଲାଖୁଣ୍ଟା ଥାନା ଏମ୍ ରାମପୁର ମୁନିଗୁଡା ଗୋବର୍ଦ୍ଧନ ଗ୍ରାମରେ ୪ ମାସ ହେବ ଭଡା ଘରେ ରହି କମ୍ପୁଟର ସିଖୁ ଥିବା ସ୍ଥାନୀୟ ଲୋକଙ୍କ କହାବା ରୁ ଜଣାଯାଇଛି। ଦୀର୍ଘ ଏକ ବର୍ଷ ତଳେ ଝିଅ ବେଙ୍ଗଲୁରୁ ରେ ରହିକାମ କରୁଥିଲା କିନ୍ତୁ କୌଣସି କାରଣରୁ ମୁନିଗୁଡା ଆସି କମ୍ପୁଟର କାମ ସିଖୁଥିଲା ଚାରିଦିନ ହେବ ଝିଅ ର ଫୋନ୍ ନ ଲାଗିବାରୁ ଝିଅ ର ଭାଇ ଫକିର ମାଝୀ ଗତ କାଲି ସନ୍ଧ୍ୟା ରେ ଝିଅ ରହୁଥିବା ଭଡା ଘରଦାଣ୍ଡ ପଟେ କବାଟ ଦିଆ ଯାଇଥିବା ଦେଖି ବାରିପଟୁ ଯାଇଥିଲା କିନ୍ତୁ ବାରିପଟୁ ଦେଖିଲା ବେଳକୁ କବାଟ ଖୁଲାଥିବା ଦେଖି ଭିତକୁ ଯାଇ ଦେଖିଲା ବେଳକୁ ଝିଅ ବେକ ରେ ରସି ଲଗାଇ ଝୁଲନ୍ତା ଅବସ୍ଥା ରେ ଦେଖି ଥାନା ରେ ଅଭିଯୋଗ ଜାଣାଥିଲେ। ମୁନିଗୁଡ଼ା ଥାନା ଅଧିକାରୀ ସୌଦାମିନୀ ବେହେରା,ଏସ୍ଆଇ ମନୋରଞ୍ଜନ ବିଶ୍ବାଳ, ଚକ୍ରଧର ବେହେରା, କନେଷ୍ଟବଳ ବାସନ୍ତୀ ଲତା ବାଉରି,ଏସ୍ ଡିପିଓ ସୋନ୍ତଷିନୀ ଓରାମ୍ ଏବଂ ସଆଇଣ୍ଟଇଫିକ ଟିମ୍ ବହଞ୍ଚି ତଦନ୍ତ ଯାରିରଖିଛନ୍ତି କାରଣ ଅସ୍ବଷ୍ଠ ଥିବା କାରଣ ରୁ ପରିବାରର ପହଞ୍ଚି ଲେ କାରଣ ଯାଣାଯିବ ବୋଲି ଥାନାଧିକାରୀ ବେହେରା କହିଛନ୍ତି ।