August 26, 2026

ରାଜସୁନାଳା କଲେଜରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

WhatsApp Image 2023-11-04 at 12.32.57 PM
Share

ରାଜସୁନାଖଳା,୦୪/୧୧(ଉପାନ୍ତ ଓଡିଶା)ରାଜସୁନାଖଳା କଲେଜ ରେ ଭିଜିଲାନ୍ସ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ରାଲ୍ଲି କୁ କଲେଜ ର ଅଧକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ମହାନ୍ତି ଉଦଘାଟନ କରିଥିଲେ।ରାଲ୍ଲି କଲେଜ କ୍ୟାମ୍ପସ ରୁ ବାହାରି ବିନୋଦପଡା ଛକ ଏଂବ ଆଖ ପାଖ ଗ୍ରାମ ରେ ସଚେତନତା ରାଲ୍ଲୀ କରାଯାଇ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଏହି ରାଲ୍ଲୀ ରେ ଏନ. ସ. ସ ର ଅଧିକାରୀ ଅରୁନ୍ଧତୀ ସାମଲ, ଏନ. ସି. ସି ଅଫିସର ଜୋତ୍ରୀମାୟୀ ଦାସ ଏଂବ ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ପାଖାପାଖି ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସାମିଲୀ ହୋଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଯୁବ ରେଡକ୍ରସ କାଉନସିଲର ଅଧ୍ୟାପକ ଜିତେନ୍ଦ୍ର କୁମାର ବସ୍ତି ପରିଚାଳନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed