October 6, 2024

ବୁଗୁଡ଼ାରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

Share

ବୁଗୁଡ଼ାରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ
ବୁଗୁଡ଼ା : ତା ୨୭/୧୦/୨୩ : ବୁଗୁଡ଼ା ଅଞ୍ଚଳରେ ଚଳିତ
ବର୍ଷ ମହାସପ୍ତମୀରୁ ପୂଜା ପାଇଆସୁଥିବା ମା ଦୁର୍ଗାଦେବୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ସହରାଞ୍ଚଳର ବସଷ୍ଟାଣ୍ଡ ଓ ମଦନ ମୋହନ ଛକଠାରେ ଆୟୋଜିତ ଦୁର୍ଗା ମେଢର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେହିପରି ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ବାଦୁଆ ଗ୍ରାମରେ ମା’ ଦଶଭୂଜା ଯୁବକ ସଂଘ ପକ୍ଷରୁ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବାଦ୍ୟ ବାଜଣା ଓ ଶଙ୍ଖ ଧ୍ବନି ମଧ୍ୟରେ ମା’ଙ୍କୁ ଶୋଭାଯାତ୍ରାରେ ବିଦାୟ ଦେଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା ।

You may have missed