ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଭଲି ଓ ଫୁଟବଲ ପ୍ରତିଯୋଗିତା ଉଦଯାପିତ I

IMG-20231014-WA0031
Share

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଭଲି ଓ ଫୁଟବଲ ପ୍ରତିଯୋଗିତା ଉଦଯାପିତ I

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଭୈରବ ପଡିଆ ଠାରେ ଏସଡିସି କୋରାପୁଟ ପକ୍ଷରୁ ଫୁଟ ଓ ଭଳିବଲ ପ୍ରତିଯୋଗିତା ର ଉତଯାପନି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି.ତିନି ଦିନ ଧରି ଚାଲିଥିବା ଏହି ବ୍ଲକ ସ୍ତରୀୟ କ୍ରୀଡା ପ୍ରତି ଯୋଗିତାରେ ଫୁଟବଲ ଓ ଭଲିବଲ ରେ ଷଡ଼ରଙ୍ଗା ଟିମ ବିଜୟୀ ହୋଇଛି I ବିଜୟୀ ଦଳ. କୁ ଟ୍ରଫି ସହ ମାନପତ୍ର ଏବଂ ଚେକ କୋଡିଏ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରନର ଦଳକୁ ମଧ୍ୟ ପନ୍ଦର ହଜାର ଟଙ୍କା ପ୍ରଦାନ କରାଯାଇଥିବାର ଜଣାଯାଇଛି I ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଆକାଶ କୁମାର ଜେନାଙ୍କ ପରିଚାଳନା ରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ଏସଡିସି ଅଧକ୍ଷ ଶ୍ରୀ କମଳା ଭତରା. ଜ଼ିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚାଲାଣ. ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନେହ ପ୍ରଭା ମାଝୀ. ତହସିଲଦାର ଶ୍ରୀ ଶକ୍ତି ମହାପାତ୍ର,ବ୍ଲକ ଉପାଧକ୍ଷ ତପନ ପାଣିଗ୍ରାହୀ ଙ୍କ ସମେତ ରେଫେରୀ ବନ୍ଧୁ ଏବଂ କ୍ରୀଡା ଶିକ୍ଷକ ମାନେ ଯୋଗ ଦେଇଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I