April 30, 2026

ଅବସରପ୍ରାପ୍ତ ଶିକ୍ଷକଙ୍କ ଦେହାନ୍ତ।

IMG-20230907-WA0024
Share

ଅବସରପ୍ରାପ୍ତ ଶିକ୍ଷକଙ୍କ ଦେହାନ୍ତ।

ହାଟଡିହି,୭/୯ ହାଟଡିହି ବ୍ଲକ ଅନ୍ତର୍ଗତ ଶାଳନିଆ ପଞ୍ଚାୟତ ବିଷ୍ଠୁର ଗ୍ରାମ ର ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ବେହେରାଙ୍କ ପରଲୋକ ହୋଇଯାଇଛି।ସେଯଣେ ତିଷ୍ଠି ଓ ପରଉପକାରି ବେତ୍ତି ଥିଲେ। ତାଙ୍କର ହଟାତ ହୃଦଘାତରେ ୭୨ ବୟସ ରେ ପରଲୋକ ଘଟିଛି। ତାଙ୍କ ଶେଷ ସମୟ ରେ ତାଙ୍କ ତିନି ପୁଅ ତିନି ବହୁ ଧର୍ମ ପତ୍ନୀ ପୁତୁରା ଚିତ୍ତରଞ୍ଜନ ନାୟକ୍ ଉପସ୍ଥିତ ଥିଲେ। ତାଙ୍କର ଜନ୍ମ.୨୨.୬.୧୯୫୨.ଏବଙ୍ଗ ମୃତ୍ୟୁ .୪.୯.୨୦୨୩.ସେଚାଳିଷ ବର୍ଷ ଶିକ୍ଷକ ତା କଲାପରେ ଡିମିରିଆ ସ୍କୁଲ ରେ ଅବସର ନେଇଥିଲେ।

You may have missed