April 25, 2026

ପାରଳାଖେମୁଣ୍ଡି ସ୍ଥିତ ଏସକେସିଜି କଲେଜ ପଡିଆ ଠାରେ ବସ୍କେଟ ବଲ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ 

IMG-20230128-WA0004
Share

 

 

ପାରଳାଖେମୁଣ୍ଡି:୨୮/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପରଳଖେମୁଣ୍ଡି ସ୍ଥିତ ଏସ.କେ.ସି.ଜି କଲେଜ ପଡିଆ ଠାରେ ବାସକେଟ ବଲ ଟୂର୍ଣାମେଣ୍ଟ GDBA ଦଳ ତରଫରୁ ଆୟାଜିତ କରଯାଇଥିଲା ୧୨ ଟି ପୁରୁଷ ଦଳ ଅଂଶ ଗ୍ରହଣ କରିଥିଲେ । ଏହି ଟୂର୍ଣାମେଣ୍ଟର ଫାଇନାଲ ମ୍ୟାଚ GDBA ଦଳ ଓ warriors ଦଳ ମଧ୍ୟରେ ହୋଇଥିଲା ଏବଂ warriors ଦଳ ୱିନ କରିଥିଲା । ଏହି ଟୂର୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ ଏବଂ ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ ପାଲ, ଯୁବନେତା ଜି. ବିଜୟ କୁମାର ପ୍ରମୁଖ ଯୋଗଦେଇଥିଲେ ଏବଂ ୱିନର warriors ଦଳ, GDBA ଦଳକୁ ରାନ୍ନର ଭାବେ ପୁରସ୍କାର ବିତରଣ କରିଥିଲେ । ସେହିପରି ୪ଟି ମହିଳା ଦଳ ମଧ୍ୟରୁ CUTM ପାରଳାଖେମୁଣ୍ଡି ଓ CDBA ଭୁବନେଶ୍ଵର ଫାଇନାଲ ମ୍ୟାଚ ହୋଇଥିଲା । CDBA ଭୁବନେଶ୍ଵର ୱିନର ହୋଇଥିଲା