June 26, 2026

ଏସଡିସି ଅଧକ୍ଷ ଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ

IMG-20230714-WA0048
Share

ଏସଡିସି ଅଧକ୍ଷ ଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ

କୋଟପାଡ଼ ବ୍ଲକ ର ଢାମଣା ହାଣ୍ଡି. ଚାନ୍ଦିଲି. ଛତାର୍ଲ. ମୁର୍ତ୍ତା ହାଣ୍ଡି ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଏସଡିସି ଚେୟାରମେନ ଶ୍ରୀ ଚନ୍ଦ୍ର ଶେଖର ମାଝୀ ଗସ୍ତ କରି ମନ୍ଦିର ସମେତ ବିଭିନ୍ନ ଉନ୍ନୟନ ମୂଳକ କାମର ତଦାରଖ କରିବା ସହ ସରକାରୀ ଯୋଜନା ଲୋକଙ୍କ ପାଖରେ ଠିକ ସେ ପହଁଞ୍ଚୁଛି କୀ ନାହିଁ. ପଚାରି ବୁଝି ଥିଲେ ଏବଂ ମନ୍ଦିର ମାନଙ୍କୁ ଅନୁଦାନ ଜଗା ଇବେ ବୋଲି ପ୍ରତସୁତି ଦେଇ ଥିବା ଜଣା ଯାଇଛି. ବିଜୁ ଜନତା ଦଳ ହାଇ କମାଣ୍ଡ ଙ୍କ ଠାରୁ ଟିକଟ ପାଇବାର ସୁବୁଜ ସଂକେତ ପାଇଁ ସାରିବା ପରେ ଅଂଚଳ ଗସ୍ତ ଆରମ୍ଭ ଶ୍ରୀ ମାଝୀ ବୋଲି ଜନସାଧାରନଣ ରେ ଚର୍ଚ୍ଚା ଜୋର ଧରିବା ବେଳେ ନିର୍ବାଚନ ମଣ୍ଡଳିର ବିକାଶ ଚିନ୍ତାରେ ବୁଦ୍ଧି ଜୀବି. ବିଗତ ପଇଚାଳିଶ ବର୍ଷରେ ହୋଇ ନ ଥିବା ବିକାଶ. ସ୍ଥାନୀୟ ବିଧାୟିକା ପଦ୍ମିନୀ ଦିଆନ ଙ୍କ ଆମଳ ରେ ହୋଇଛି. ଏକଲବ୍ୟ ସ୍କୁଲ. ନୂତନ ମେଡିକାଲ ସମେତ ବହୁ ବିକାଶ ର କାମ ହୋଇ ପାରିଛି. ତେଣୁ ଦୁଇ ଜଣ ଦଳର ଆଶାୟୀ ପ୍ରାର୍ଥ ରହି ଥିବା ବେଳେ କିଏ ନିର୍ବାଚନ ମୋଦାନ କୁ ଓଲାହୁ ଛନ୍ତି ତାହା ସମୟ ହିଁ କହିବି ବୋଲି ବୁଦ୍ଧି ଜୀବି ମହଲରେ ପ୍ରକାଶ ପାଇଛି. ମହିଳା ଶୋଭାନେତ୍ରୀ ଙ୍କ ସମୟ ରେ ବିକାଶ କୁ ଆଖି ଆଗରେ ରଖି କଂଗ୍ରେସ ମଧ୍ୟ ପୂର୍ବ ତନ ବ୍ଲକ ଅଧକ୍ଷା ଶ୍ରୀମତୀ ପର୍ବତୀ ନାୟିକ ଙ୍କୁ ପ୍ରାଥୀନୀ କରି ପାରେ ବୋଲି ରାଜନୈତିକ ବିସାରଦ ମାନେ ଅଙ୍କ କସିବା ଆରମ୍ଭ କରି ସାରିଥିବା ଜଣା ଯାଇଛି. ବିଜେପି ରେ ମଧ୍ୟ ଯୋଗେଶ୍ୱର ପୂଜାରୀ ଓ ରୁପୁ ଭତରା ଙ୍କ ନାମ ଶୁଣି ବାକୁ ମିଳୁଛି. କାହାକୁ ଟିକଟ ମିଳିବ କେଉଁ ମାନେ ଦୌଡ ରେ ଅଛନ୍ତି ତାହା ବିଜେପି ପକ୍ଷ ରୁ ବର୍ତ୍ତମାନ ଯାଏ ସ୍ପଷ୍ଟ କରା ଯାଇ ନ ଥିବା ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡ଼ିସା

You may have missed