ଶ୍ରୀଅଲରାନାଥ ଙ୍କ ଏକାଦଶୀ ବେଢାରେ ୪୦୦୦ବିସ୍କୁଟ ସହିତ ଚାହା ବଣ୍ଟନ
ରାଜ୍ୟର ଏକ ପ୍ରତିଷ୍ଠିତ ଜୟ ଜଗନ୍ନାଥ ସାମାଜିକ କଲ୍ୟାଣ ସଂଗଠନ କେବଳ ପୁରୀଜିଲ୍ଲା ନୁହେଁ ସାରା ରାଜ୍ୟରେ ସାଧାରଣ ଜନତାଙ୍କ ମୌଳିକ ସୁବିଧା ପାଇଁ ସାହାଯ୍ୟ କରି ଆସୁଥିବା ସହିତ ଗତକାଲି ମହାପ୍ରଭୁ ଶ୍ରୀ ଅଳରାନାଥଙ୍କ ଏକାଦଶୀ ବେଢାରେ ଭକ୍ତମାନଙ୍କୁ ୪୦୦୦ ହଜାର ବିସ୍କୁଟ ପ୍ୟାକେଟ ବଣ୍ଟନ ସହିତ ଚାହା ବଣ୍ଟନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାନେତ୍ରୀ ମଧୁସ୍ମିତା ସାହୁ ସମ୍ପୂର୍ଣ୍ଣ ସହଯୋଗ କରିଥିବାବେଳେ ଉପଦେଷ୍ଟା ଡକ୍ଟର ଭବାନୀ ସାମନ୍ତରାୟ ଏବଂ ରାଜ୍ୟ ଅଧକ୍ଷ ସାମ୍ବାଦିଜ ରମେଶ ସାହୁଙ୍କ ସହିତ ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
