July 31, 2026
ajiro khabar
Share

 

 

୧-ନୂଆ ଦିଲ୍ଲୀ:ପରିବାର ଆୟଠୁ ଦ୍ରୁତ ବେଗରେ ବଢ଼ିଛି ଶିକ୍ଷା ଖର୍ଚ୍ଚ।ମୋଟା ଅଙ୍କର କୋଚିଂ ଫି ଦେଇ ଦବି ଗଲେଣି ଅଭିଭାବକ। ହାରାହାରି ପାରିବାରିକ ଆୟ ୧୧.୯ % ବଢ଼ିଥିବା ବେଳେ ଶିକ୍ଷା ବାବଦରେ ବ୍ଯୟ ୧୫.୭% ବଢ଼ିଛି।

 

୨-ଆକାଶ ମାର୍ଗରୁ ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା, ବନ୍ୟା ଛାଡିଲେ ହେବ କ୍ଷୟକ୍ଷତିର ଆକଳନ।

 

୩-ଆନନ୍ଦପୁର ରିଙ୍ଗ୍ ରୋଡ୍ ଟ୍ରାଜେଡି; ବନ୍ୟା ସ୍ରୋତରେ ଭାସିଯାଇଥିଲା କାର୍, ୩୦ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ମିଳିଲା ମୃତଦେହ।

 

୪-ଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ ପେପର୍ ଲିକ୍ ଅଭିଯୋଗ, ହ୍ୱାଟ୍ସଆପ୍ ଗ୍ରୁପକୁ ନେଇ ତଦନ୍ତ ଆରମ୍ଭ।

 

୫-ଭୁବନେଶ୍ୱର:ଅଗଷ୍ଟ ୨ରୁ ବଢ଼ିବ ବର୍ଷାର ପରିମାଣ,୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା।

 

୬-ଭଦ୍ରକରେ ନୂଆ ପ୍ରଶାସନିକ ମୁଖ୍ୟ; ସୋମେଶ କୁମାର ଉପାଧ୍ୟାୟଙ୍କୁ ଦିଆଗଲା ବଡ଼ ଦାୟିତ୍ୱ।

 

୭-‘ଇଣ୍ଡିଆନ୍ ଆଇଡଲ୍’ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ନବୀନ ନିବାସରେ ଦିଆଗଲା ସମ୍ବର୍ଦ୍ଧନା।

 

୮-ଭରତପୁର ଶୁଭଶ୍ରୀ ନାୟକ ହତ୍ୟା ମାମଲା: ସ୍ୱାମୀ ଓ ଗାର୍ଲଫ୍ରେଣ୍ଡଙ୍କୁ ଆଜୀବନ କାରାଦଣ୍ଡ।

 

୯-ଭରତପୁର,ପାଣ୍ଡାକୁଦିଆ ବସ୍ତି:ଶହେ ଟଙ୍କା ଦେଲେନି ସ୍ତ୍ରୀ, ଫ୍ୟାନ୍ ରେ ଝୁଲି ପଡ଼ିଲେ ସ୍ବାମୀ।

 

୧୦-ଭଦ୍ରକରେ ବନ୍ୟାର ଦ୍ୱିତୀୟ ମାଡ଼;୨୪ ଗାଁ ବିଚ୍ଛିନ୍ନ,୧୦ ହଜାରରୁ ଅଧିକ ଲୋକ ବିପନ୍ନ, ଜଳମଗ୍ନ ଚାଷଜମି।

 

୧୧-କେନ୍ଦ୍ରାପଡ଼ା: ବ୍ରାହ୍ମଣୀ,କାଣୀ ଓ ଖରସ୍ରୋତାରେ ବନ୍ୟା, କେନ୍ଦ୍ରାପଡ଼ା ୪ ବ୍ଲକ୍ ର ୯୭ ଗାଁ ଜଳବନ୍ଦୀ।

 

୧୨-ବାଳକାଟି:ଚାଲିଥିଲା ବେଆଇନ ଆଖଡ଼ା ଶାଳା, ନିଶା ମହାରଣାଙ୍କ ଯାତ୍ରା ପାର୍ଟିରେ ଚଢଉ, ସ୍ଥାନ ଛାଡ଼ିବାକୁ ନିର୍ଦ୍ଦେଶ।

 

୧୩-କଟକ:ଲାଞ୍ଚ ନେବା ଅଭିଯୋଗରେ ଥାନା ଏଏସ୍ଆଇ ଅମିୟ କୁମାର ବେହେରାଙ୍କୁ ୪ ବର୍ଷ ଜେଲ୍।

 

୧୪-ଭୁବନେଶ୍ୱର:ଅଗଷ୍ଟ ୨୮ ଯାଏଁ ଶ୍ରାବଣ ମାସ,ମେଷ, ବୃଷ, ସିଂହ, କର୍କଟ ଓ ମକର ରାଶି ଉପରେ ରହିବ ଶିବଙ୍କ କୃପା।

 

୧୫-ଦୀପାବଳି ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ,ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବ ଆଲୋଚନା।

 

୧୬-ସଂସଦରେ ପରୀକ୍ଷା ବିଲ୍ ପାରିତ, ଗୃହରେ ଉପସ୍ଥିତ ରହିଲେ ବିଜେଡି ଓ ଡିଏମକେ ସଦସ୍ୟ, ବିରୋଧୀଙ୍କ କକ୍ଷତ୍ୟାଗ।

 

୧୭-ରାହୁଲଙ୍କ ‘ଇଡିଅଟ୍’ ଶବ୍ଦରୁ ଲୋକସଭାରେ ହଙ୍ଗାମା, ରେକର୍ଡରୁ ହଟାଇବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ।

 

୧୮-ସାମାଜିକ କର୍ମୀ ହେବାର ଅଛି ତ ଜେଲ୍ ବି ଯିବାକୁ ପଡିବ, ଛାତ୍ରଙ୍କ ଉପରେ ପୋଲିସର ଆକ୍ସନ ନେଇ କହିଲେ ଜେପି ନଡ୍ଡା।

 

୧୯-ପେଲେଟ୍ ଗନ୍ ପିଡ଼ିତଙ୍କ ଚିକିତ୍ସା କର: ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

 

୨୦-ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲେ, କ୍ଷତିପୂରଣ ଦେବା ପାଇଁ ବୀମା କମ୍ପାନୀକୁ ବାଧ୍ୟ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

 

୨୧-କମନୱେଲଥ ଗେମ୍ସରେ ପଦକ ବର୍ଷା, ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ ବାର୍ତ୍ତା।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏