October 5, 2024

ଉମରକୋଟ ଅବକାରୀ ବିଭାଗ ଦ୍ଵାରା 35 କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ……….

Share

 

ଉମରକୋଟ – (ଏମ୍.ଦିନା°ଶୁ ଆଚାରୀ)ଆଜି ୩୧/୦୭/୨୪ ଉମରକୋଟ ଅବକାରୀ ବିଭାଗ ତରଫରୁ ୩୫କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଉମରକୋଟ ଅବକାରୀ ବିଭାଗ ତରଫ ରୁ ଦିଆ ଯାଇଥିବା ସୂଚନା ଅନୁସାରେ ଉମରକୋଟ ଅବକାରୀ ବିଭାଗ ର କର୍ମଚାରୀ ମାନେ କୌଣସି ସୂତ୍ର ରୁ ଖବର ପାଇଁ କୁନ୍ଦେଇ ଥାନା ଅନ୍ତର୍ଗତ ହିର୍ଲି ଗ୍ରାମ ର ଭୋଲେନ।ଥ ଗଣ୍ଡ ୧୯ ବର୍ଷ ଙ୍କ ଘର ଉପରେ ଚଡ।ଉ କରିଥିଲା ଓ ଭୋଲେ ନାଥ ବ।ଡ଼ିପଟ ରୁ ୩୫କିଲୋ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ଟିମ। ଏହି ଚଡ।ଉ ସମୟ ରେ ଉମରକୋଟ ରେଞ୍ଜ ର ଅବକାରୀ ନିରୀକ୍ଷକ ରଞ୍ଜୁ ଲତା ବାରିକ, ରାଇଘର ଅବକାରୀ ଥାନାର ଉପ ନିରୀକ୍ଷକ ସୁଶିଲ କୁମାର ଭୂଆ, ଏଏସଆଇ ମାଖନ ହାଲଦାର, ଅବକାରୀ ବିଭାଗର କନେଷ୍ଟବଳ ସୁବାସ ଗୌଡ଼, ସୁଧାଂଶୁ ଶେଖର ବାଗ, ଅ।କ୍ରମ ଖାନ, ଜ୍ୟୋତ୍ସ୍ନା ହରିଜନ, ବିବେକାନନ୍ଦ ସାହୁ, ପ୍ରସାଦ ବଳବନ୍ତରାୟ, ଆକାଶ ଶବର ଓ ଅନନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଅପରାହ୍ନ ରେ ଭୋଲେନାଥ କୁ ଉମରକୋଟ ଅତିରିକ୍ତ ଜିଲ୍ଳା ଦୌର। ଜଜ ଙ୍କ କୋର୍ଟ ରେ ହ।ଜର କରିଥିଲେ ଅବକାରୀ କର୍ମଚାରୀ ମାନେ। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ କୁ ଜେଲ କୁ ପଠାଇ ଦିଆଯାଇଛି।