ମଧ୍ୟାହ୍ନ_ଭୋଜନ_ଖର୍ଚ୍ଚ_ବୃଦ୍ଧି ପ୍ରା-ଥମିକ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର..

*-ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍ରେ ଖର୍ଚ୍ଚ ବଢ଼ାଇଲେ ସରକାର*
*-ଆସନ୍ତା କାଲିଠୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ନିଷ୍ପତ୍ତି.*
*-ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ୭.୬୪ ପଇସାକୁ ବଢ଼ିଲା*
*-ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ୫ ଟଙ୍କା ୯୦ ପଇସା ଥିଲା*
*-ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି.*
*-ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ଥିଲା ୮ ଟଙ୍କା ୮୨ ପଇସା*
ଲମ୍ବୋଦର ସାହୁ ଙ୍କ ରିପୋର୍ଟ