March 10, 2026

ସାର୍ବଜନୀନ ଦୁର୍ଗାମହତ୍ସବର ପ୍ରଥମ ସଂଧା ବେଗୁନିଆ ବ୍ଳକ

IMG-20250930-WA0223
Share

  ସାର୍ବଜନୀନ ଦୁର୍ଗାମହତ୍ସବର ପ୍ରଥମ ସଂଧା ବେଗୁନିଆ ବ୍ଳକ (ଉପାନ୍ତ ଖବର) ବେଗୁନିଆ ଦୁର୍ଗାମଣ୍ଡପ ଠାରେ ସାର୍ବଜନୀନ ଦୁର୍ଗା ମହତ୍ସବର ପ୍ରଥମ ସଂଧାରେ ମୁଖ୍ୟଅତିଥି ଭାବରେ ରାଜ୍ୟ ବିଜେପି ସଂପାଦକ ଯତିନିମହାନ୍ତି, ବେଗୁନିଆ ଓବୋଲଗଡ ର ବିଜେପି ବିଧାୟକ ପାର୍ଥୀ ପ୍ରକାଶ ଚନ୍ଦ୍ର ରଣବିଜୁଳି, ସମାଜସେବି ମାନସ ବେହେରା,ବେଗୁନିଆ ଗୋଷ୍ଠି ଶିକ୍ଷା ଅଧିକାରୀ ଭାଷ୍କର ଲେଙ୍କା, ବୋଲଗଡ ଗୋଷ୍ଠି ଶିକ୍ଷାଅଧିକାରି ପ୍ରମୋଦ କୁମାର ସ୍ଵାଇଁ, ବେଗୁନିଆ ଗ୍ରାମ୍ୟ କମିଟି ସଭାପତି ମାୟାଧର ମାର୍ଥା, ଶିକ୍ଷାବିତ ଯୋଗଶ ସୁନ୍ଦରI,ବୋଲଗଡ ଓ ବେଗୁନିଆ ର ଯୁବ ନେତା ବିଜେପି ସଂଗଠକ ରୁଦ୍ରନାରାୟଣ ବାହିନି ପତିତ ଓ ବେଗୁନିଆ ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ମାନଙ୍କୁ ପ୍ରଥମେ କମିଟିର ସଭାପତି ସନ୍ତୋସ କୁମାର ସ୍ଵାଇଁ, ଉପ ସଭାପତି କୃଷ୍ଣଚନ୍ଦ୍ର ଜୟସିଂହ, ସମ୍ପାଦକବିଭୂ ରଞ୍ଜନ ପଟ୍ଟନାୟକ, ସହ ସଂପାଦକ ଜୟଦେବ ବେହେରା,କୋଷାଧ୍ୟକ୍ଷ ପ୍ରସାନ୍ତ କୁମାର ସାହୁ ଓ ସମସ୍ତ କମିଟି ସଭ୍ୟ ସମସ୍ତ ଅତିଥି ମାନଙ୍କୁ ପ୍ରସଂସା ପତ୍ର, ଟ୍ରାଫି ଓ ମାନପତ୍ର ପ୍ରଦାନ କରିଥିଲେ କୁନି କୁନି ପିଲାମାନଙ୍କର ସମ୍ବଳ ପୁରି ନୃତ୍ୟ ଭଜନ ସୁମଧୁର ସ୍ଵରରେ କୁନି ପିଲ୍ଲାର ସମସ୍ତ ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲ ରିପୋର୍ଟର ମାନସ ରଞନ କର