ଭିଜିଲାନ୍ସ ଜାଲରେ ଯୁଗ୍ମ ନିର୍ଦେଶକ
-ଯୁଗ୍ମ ନିର୍ଦେଶକ ଦୟାନିଧି ବାଗଙ୍କ ଘରେ ରେଡ୍
-ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦେଶକ ଦୟାନିଧି ବାଗ
-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ
-ଦୟାନିଧିଙ୍କ ୮ଟି ଠିକଣାରେ ଏକକାଳୀନ ଚଢ଼ାଉ
-ଭୁବନେଶ୍ବର, କଳାହାଣ୍ଡି ଓ ନବରଙ୍ଗପୁରରେ ଯାଞ୍ଚ
-ରାୟଗଡ଼ା ଜଳଛାୟା ବିଭାଗର ପୂର୍ବତନ PD ଥିଲେ
-ଚଢ଼ାଉରେ ୧୦ DSP, ୮ ଇନ୍ସପେକ୍ଟର, ୧୦ ASI ସାମିଲ
