July 5, 2024

Day: June 30, 2024

ଗଣଶିକ୍ଷ୍ୟା ମନ୍ତ୍ରୀ ଙ୍କୁ ଉମରକୋଟ ପେଣ୍ଡ୍ର।ଣୀ ମହାବିଦ୍ୟାଳୟ ଠାରେ ଭବ୍ୟ ସମ୍ପର୍ଦ୍ଧନ……

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ )ଆଜି ଉମରକୋଟ ପେଣ୍ଡରଣୀ ମହାବିଦ୍ୟାଳୟ ଠାରେ ରାଜ୍ୟ ସରକାର ଙ୍କ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ...

ବ୍ରହ୍ମଣ ସମାଜ, କାଶୀନଗରର ବୈଠକ ଅନୁଷ୍ଠିତ

  କାଶୀନଗର ତା 30/6/24 ଆଜି କାଶୀନଗର ସ୍ଥିତ ମଦନ ମୋହନ ମନ୍ଦିର ପ୍ରକୋଷ୍ଠରେ କାଶୀନଗର ବ୍ରହ୍ମଣ ସମାଜ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା....

ଜୁଲାଇ-୦୧ ଜାତୀୟ ଡାକ୍ତର ଦିବସ ଉପଲକ୍ଷେ…

*ଆରୋଗ୍ୟକାରୀ ହାତ ଓ ଯତ୍ନଶୀଳ ହୃଦୟ* ---------------------------------------------- *ଡା.ରାଜାରାମ ଷଡଙ୍ଗୀ* ଜାତୀୟ ଡାକ୍ତର ଦିବସ ୨୦୨୪ ର ବିଷୟବସ୍ତୁ ଖୁବ୍ ହୃଦୟସ୍ପର୍ଶୀ ଓ ସମାଜ ପାଇଁ ଏକ...

ପୋଷ୍ଟ ଅଫିସ ସମ୍ମୁଖ ମୁଖ୍ୟରାସ୍ତା ଅବସ୍ଥା ଶୋଚନୀୟ

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପୋଷ୍ଟ ଅଫିସ ସମ୍ମୁଖ ୩୨୬ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡିଛି। ଦୀର୍ଘଦିନ ହେବ ଏହି ରାସ୍ତା ଅବସ୍ଥା ଅତ୍ୟନ୍ତ...

ବୁଗୁଡ଼ା ମିଡ଼ିଆ କ୍ଳବର ସାଧାରଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ବୁଗୁଡ଼ା : ତା ୩୦/୦୬/୨୪ : ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ବୁଗୁଡ଼ା ମିଡ଼ିଆ କ୍ଳବର ଏକ ସାଧାରଣ ବୈଠକ ସଭାପତି ଅନିଲ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ...

କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ବସ୍‌ଷ୍ଟପରୁ ଅଜଣା ମୃତଦେହ ଉଦ୍ଧାର

  ପାରଳାଖେମୁଣ୍ଡି:୩୦/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ଥାନା କେ.ସୀତାପୁର ଗ୍ରାମ ନିକଟରେ ଥିବା ଲକ୍ଷ୍ମୀ ବସଷ୍ଟପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା...

ଆଜିର ଖବର..

  ୧-ଜୁଲାଇ ପହିଲାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି। ୨-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ୩-କେନ୍ଦୁଝରଗଡ଼଼:ଧରଣୀଧର ବିଶ୍ୱବିଦ୍ୟାଳୟରୁ...

ଆଜିର ରାଶିଫଳ…

*🍁ମେଷ🍁👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ...