ଦୁର୍ଘଟଣା ର ପିଛା ଛାଡୁନି ଓଡ଼ିଶା,

ଦୁର୍ଘଟଣା ର ପିଛା ଛାଡୁନି ଓଡ଼ିଶା,,
ଭଦ୍ରକ:
କ୍ରିଷ୍ଣା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭଦ୍ରକରୁ ବାସୁଦେବପୁର ଯାଉଥିବା ବେଳେ ସାବରଙ୍ଗର ସମିଆ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୭ ଆହତ, ଜଣେ ମୃତ। ଆହତ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି। ମୃତକ ମହିଳାଙ୍କ ପରିଚୟ ମିଳୁନି।
ଘଟଣା ସ୍ଥଳରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଓ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଉପସ୍ଥିତ ରହି ଆହତ ମାନଙ୍କ ଚିକିତ୍ସା ସମ୍ପର୍କରେ ସହଯୋଗ କରିଥିଲେ। ଏହି ବସ୍ ରେ ୪୦ ରୁ ଉର୍ଦ୍ଧ ଯାତ୍ରୀ ଥିଲେ।