April 30, 2025

ସାଂସଦ ଓ ବିଧାୟକ ଙ୍କ ଦ୍ଵାରା କଲ୍ୟାଣ ମଣ୍ଡପ ଓ ମନ୍ଦିର ଭିତ୍ତି ପୂଜନ 

Share

ଛତ୍ରପୁର-୩୦/୪/୨୫(ଅରୁଣ କୁମାର ପଣ୍ଡା )ଚିକଲଖଣ୍ଡି ପଂଚାୟତ ଅନ୍ତର୍ଗତ ଶାନ୍ତି ନଗର ଠାରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଓ ଛତ୍ରପୁର ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଦ୍ଵାରା ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଭିତ୍ତି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବ୍ଲକ ଉପାଧ୍ୟାକ୍ଷା S ସାରଦା ରେଡ୍ଡୀ, ଚିକଲଖଣ୍ଡି ସରପଞ୍ଚ ଶ୍ରୀ ଭଗବାନ ବେହେରା, ବି ଯେ ପି ମଣ୍ଡଳ ସଭାପତି ଶ୍ରୀ ସଂଜିତ ରାଉଳ, ସମାଜସେବି ଶ୍ରୀ ବନୋଜ ନାହାକ, ଶ୍ରମିକ ନେତା N ଦୁର୍ୟୋଧନ ରେଡ୍ଡୀ, ସମାଜ ସେବି ଶ୍ରୀ ସନ୍ତୋଷ ସେଠି, ସମାଜସେବୀ B ଶଙ୍କର ରେଡ୍ଡୀ ଓ କମିଟି ର ସଭାପତି ଶ୍ରୀ ଜୟଦେବ ଲେଙ୍କା ଓ ସ୍ଥାନୀୟ ବାସିନ୍ଦା ଙ୍କ ସହ ବହୁ ସଂଖ୍ୟା ରେ ଏହି ଭୂତି ପୂଜନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ