March 12, 2026

ଗମ୍ଭାରୀ ଗ୍ରାମପଞ୍ଚାୟତ ରେ ଉପାସନାଙ୍କ ବନ୍ଧୁମିଳନ ଉର୍ତ୍ସବ …

nir1
Share


ଆଜି ଭାରତୀୟ ଜନତା ପାର୍ଟିର ନାରୀନେତ୍ରୀ ଉପାସନା ମହାପାତ୍ର କୃଷ୍ଣପ୍ରସାଦ ର ସାତୋଟି ପଞ୍ଚାୟତ ର ପ୍ରତିନିଧି ମାନଙ୍କୁ ନେଇ ଏକ ବନ୍ଧୁମିଳନ ଉର୍ତ୍ସବ ଅନୁଷ୍ଠିତ କରିଥିଲେ l ଏହି ଉର୍ତ୍ସବରେ ସାତୋଟି ପଞ୍ଚାୟତ ନେତୃମଣ୍ଡଳୀ କହିଥିଲେ ଲୁଲୁ ଭାଇଙ୍କୁ ଛବିଶ ବର୍ଷରେ ଆମେ ଯେତିକି ଭୋଟରେ ଜିତାଇ ବ୍ରହ୍ମଗିରି ବିଧାୟକ କରିଥିଲୁ ୨୦୨୪ ନିର୍ବାଚନ ରେ ଆମେ ଲୁଲୁ ଭାଇଙ୍କ ଝିଅ ଉପାସନା ଙ୍କୁ ତାଠାରୁ ଅଧିକ ଭୋଟରେ ଜିତାଇ ବିଧାୟିକା ଭାବେ ଜିତଇବୁ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)